୧୩ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲେଶ୍ୱର :- ଭାରତୀୟ ଜନତା ପାର୍ଟି ଦ୍ୱାରା ସାରା ଦେଶରେ ପାଳନ ହେଉଥିବା ସାମାଜିକନ୍ୟାୟସପ୍ତାହ ପରିପ୍ରେକ୍ଷୀରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନହରପାଟଣା ନିକଟ ରେ କାର୍ଯ୍ୟକର୍ତ୍ତା ଙ୍କ ଦ୍ୱାରା
ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ପଦାଧିକାରୀ ଙ୍କ ସହ ବୃକ୍ଷ ରୋପଣ କଲେ l

© 2023 Odisha Taza News.