ଉଦଯାପନୀ ସନ୍ଧ୍ୟାରେ ଆମଣ ସରପଞ୍ଚ ମାନସୀ ପୃଷ୍ଟି, ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ଜୀବନ ସାମନ୍ତରାୟ, ବିଧାୟକଙ୍କ ପ୍ରତିନିଧି , ପୂର୍ବତନ ସରପଞ୍ଚ ଶିବ ଚରଣ ପଛଷ୍ଟି , ବିପ୍ର ଚରଣ ଭୋଳ, ୱ।ର୍ଡ଼ ସଭ୍ୟ ମକରାସାହୁ, ସ୍ୱର୍ଣ୍ଣଲତା ସାହୁ,କୁନିଆ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ହନୁମାନ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ବସନ୍ତ ପୃଷ୍ଟି, ମନୋରଞ୍ଜନ ବେହେରା । ଗ୍ରାମବାସୀ ଏବଂ ସମସ୍ତ ଯୁବକ ଏଥିରେ ସହଯୋଗ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଦୁଇ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
© 2023 Odisha Taza News.