• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଭାଲନ୍ ଟେକ୍ନୋଲୋଜିସ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର୍ ୨୦୨୩ ଏପ୍ରିଲ୍ ୩ରେ ଖୋଲିବ

Proprietor Abhimanyu Maharana by Proprietor Abhimanyu Maharana
March 29, 2023
in ଓଡ଼ିଶା, ମହାନଗର, ହୋମ୍
0
ଆଭାଲନ୍ ଟେକ୍ନୋଲୋଜିସ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର୍ ୨୦୨୩ ଏପ୍ରିଲ୍ ୩ରେ ଖୋଲିବ
Share on FacebookShare on TwitterWhatsapp

୨୯ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆଭାଲନ୍ ଟେକ୍ନୋଲୋଜିସ୍ ଲିମିଟେଡ୍ ଏହାର ୮୬୫୦ ନିୟୁତ ଟଙ୍କାର ଇନିସିଆଲ୍ ପବ୍ଳିକ୍ ଅଫର (ଆଇପିଓ)କୁ ୨୦୨୩ ଏପ୍ରିଲ୍ ୩ରେ ଖୋଲିବାକୁ ପ୍ରସ୍ତାବ ରଖିଛି । ଏହି ଅଫରରେ ୩୨୦୦ ନିୟୁତ ଟଙ୍କାର ନୂଆ ସେୟାର ଜାରି କରାଯିବାକୁ ଥିବା ବେଳେ ୫୪୫୦ ନିୟୁତ ଟଙ୍କାର ଅଫର ଫର୍ ସେଲ୍ ଜରିଆରେ ଇକ୍ୱିଟି ସେୟାର ଉପଲବ୍ଧ କରାଯିବ । ଅଫର୍ ଫର୍ ସେଲ୍‌ରେ ଅଂଶଧନକାରୀମାନେ ଇକ୍ୱିଟି ସେୟାର ବିକ୍ରି କରିବେ । ଆଙ୍କର ନିବେଶକମାନେ ୨୦୨୩ ମାର୍ଚ୍ଚ ୩୧ ଶୁକ୍ରବାର ଦିନ ଏଥିପାଇଁ ବିଡ୍ ଦାଖଲ କରିପାରିବେ । ଏହି ଅଫର ୨୦୨୩ ଏପ୍ରିଲ୍ ୬ ତାରିଖ ଗୁରୁବାର ବନ୍ଦ ହେବ । ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୪୧୫ ଟଙ୍କାରୁ ୪୩୬ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି ।

ସର୍ବନିମ୍ନ ୩୪ଟି ଇକ୍ୱିଟି ସେୟାର ପାଇଁ ଏବଂ ଏହା ପରେ ୩୪ ଇକ୍ୱିଟି ସେୟାରର ଗୁଣିତକ ହିସାବରେ ବିଡ୍ ଦାଖଲ କରିହେବ । ଏହି ଆଇପିଓ ଜରିଆରେ ମିଳିବାକୁ ଥିବା ପାଣ୍ଠିକୁ କଂପାନି ଏହାର ଓ ମାଟେରିଆଲ ସହାୟକ ସଂସ୍ଥା ଆଭାଲନ୍ ଟେକ୍ନୋଲୋଜି ଆଣ୍ଡ୍‌ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ର ୧୪୫୦ ନିୟୁତ ଦେୟର ନିର୍ଦିଷ୍ଟ କିଛି ଅଂଶ କିମ୍ବା ସମ୍ପୂର୍ଣ୍ଣ ଦେୟକୁ ଆଗୁଆ ପରିଶୋଧ କିମ୍ବା ପରିଶୋଧନ କରିବା, କଂପାନିର ୯୦୦ ନିୟୁତ ଟଙ୍କାର କାର୍ଯ୍ୟକାରୀ ପୁଂଜି ଆବଶ୍ୟକତାକୁ ପୂରଣ କରିବା ଏବଂ ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାର ପ୍ରସ୍ତାବ ରହିଛି । ଅଫର୍ ଫର୍ ସେଲ୍‌ରେ କୁନହମିଦ୍ ବିଚାଙ୍କ ୧୩୧୦ ନିୟୁତ ଟଙ୍କାର ଇକ୍ୱିଟି ଅଂଶଧନ ଓ ଭାସ୍କର ଶ୍ରୀନିବାସନଙ୍କ ୧୭୨୦ ନିୟୁତ ଟଙ୍କାର ଇକ୍ୱିଟି ସେୟାର, ଟି ପି ଇମବିଚାମଦଙ୍କ ୧୬୦ ଟଙ୍କାର ଇକ୍ୱିଟି ସେୟାର, ମରିୟମ ବିଚାଙ୍କ ୧୦୦ ନିୟୁତ ଟଙ୍କାର ଇକ୍ୱିଟି ସେୟାର, ଆନନ୍ଦ କୁମାରଙ୍କ ୭୫୫ ନିୟୁତ ଟଙ୍କାର ଇକ୍ୱିଟି ସେୟାର, ସାରେଦେ ଶେଶୁ କୁମାରଙ୍କ ୬୫୦ ନିୟୁତ ଟଙ୍କାର ଇକ୍ୱିଟି ସେୟାର ଓ ଲୁକୁମାନ ବିଦୁ ଏଡିୟାନମଙ୍କ ୭୫୫ ନିୟୁତ ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରାଯିବ ।

ରେଜିଷ୍ଟାର ଅଫ୍ କଂପାନିଜ, ତାମିଲନାଡୁଙ୍କ ଚେନ୍ନାଇଠାରେ ଦାଖଲ କରାଯାଇଥିବା ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ ଜରିଆରେ ଇକ୍ୱିଟି ସେୟାରକୁ ପ୍ରଦାନ କରାଯିବ ଏବଂ ତାହାକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍ ଅଫ୍ ଇଣ୍ଡିଆରେ ତାଲିକାଭୁକ୍ତ କରାଯିବ । ଏହି ଅଫର ପାଇଁ ଏନଏସ୍‌ଇ ହେଉଛି ଡେଜିଗ୍‌ନେଟେଡ୍ ଷ୍ଟକ ଏକ୍ସଚେଂଜ୍ । ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଜେଏମ୍‌ ଫାଇନାନ୍ସିଆଲ୍ ଲିମିଟେଡ୍‌, ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ୍ ସିକ୍ୟୁରିଟିଜ୍‌ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜେନ୍ ଜେଡ୍‌ରୁ ଜେନ୍ ଆଲ୍ଫା : ଭାରତର ନୂଆ ପିଢ଼ିର ନୂଆ ଆହ୍ୱାନ 

ଜେନ୍ ଜେଡ୍‌ରୁ ଜେନ୍ ଆଲ୍ଫା : ଭାରତର ନୂଆ ପିଢ଼ିର ନୂଆ ଆହ୍ୱାନ 

September 2, 2026
ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ କଂଗ୍ରେସ ପକ୍ଷରୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଧାରଣା

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ କଂଗ୍ରେସ ପକ୍ଷରୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଧାରଣା

September 2, 2026
Odisha Craft Odyssey to Launch Chandua: Canopies of Labour, Documenting Odisha’s Living Appliqué Traditions

ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ : କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜେନ୍ ଜେଡ୍‌ରୁ ଜେନ୍ ଆଲ୍ଫା : ଭାରତର ନୂଆ ପିଢ଼ିର ନୂଆ ଆହ୍ୱାନ 

ଜେନ୍ ଜେଡ୍‌ରୁ ଜେନ୍ ଆଲ୍ଫା : ଭାରତର ନୂଆ ପିଢ଼ିର ନୂଆ ଆହ୍ୱାନ 

September 2, 2026
ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ କଂଗ୍ରେସ ପକ୍ଷରୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଧାରଣା

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ କଂଗ୍ରେସ ପକ୍ଷରୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଧାରଣା

September 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version