ଓଲଟପୁରରୁ ୪ଜଣ ପ୍ରଶିକ୍ଷକ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ରେ ପୁଷ୍ପ ଧୂପଦୀପ ପୂର୍ବକ ପ୍ରଦୀପ ଦାନ କରି ଉଦଘାଟନ କରିଥିଲେ , ତତ୍ ପରେ କାର୍ଯ୍ୟଦିବସ କୁ ଆଗେଇ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ମୋହନା ବିଆର୍ ଟି ସୁମନ୍ତ ପ୍ରଧାନ, ପ୍ରକାଶ କୁମାର ସାହୁ ଓ ଉଦୟଗିରି ଵିଆରଟି ବିରଞ୍ଚି ନାରାୟଣ ଦାସ ପରିଚାଳନା କରିଥିଲେ ତତ୍ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସମ୍ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ୍ୟ ଅର୍ପଣ କରି ଆଜିର କାର୍ଯ୍ୟକୁ ସମାପ୍ତ ଘୋଷଣା କରିଥିଲେ।
© 2023 Odisha Taza News.