ଆର୍ଥିକ ସହାୟତା ନେଇ ଏହି ଦଳ ଗୁଡିକ ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ବିନିଯୋଗ କରିଥିଲେ । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ନାୟକ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ଜିଲ୍ଲା ପରିଷଦ ସଭାପତି ଗୋବରା ତିରୁପତି ରାଓ , ବିଡିଓ ଲରିମନ ଖର୍ସେଲ,
ତହସିଲଦାର ଜ୍ୟୋତିର୍ମୟୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ଓ ଯମୁନା ଦବେହେରା ପ୍ରମୁଖ ଯୋଗ ଦେଉ ୫୦ ଜଣ ଭୂମିହୀନଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ କହିଥିଲେ । ଏଥିସହ ଏକ ରୁରାଲ ପାର୍କର ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୋହନା ବିଧାୟକ ଶ୍ରୀ ଗମାଙ୍ଗ ଶିବ ମନ୍ଦିରକୁ ପ୍ରଧାନ ସଡକ ଯୋଜନାରେ ରାସ୍ତା ନିର୍ମାଣ କରିବାକୁ ଦାବି କରିଥିଲେ ।
© 2023 Odisha Taza News.