ମହାନଗର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚକାବିଜେ ନୀତି 

ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର) ଭୁବନେଶ୍ୱର :- ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଶ୍ରୀଜୀଉ ଙ୍କ ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ। ଏହା ଏକାଦଶୀ ଦିନ...

Read moreDetails

ଜାଣନ୍ତୁ ଶୁକ୍ରବାର ଆପଣଙ୍କର ଆଜିର ରାଶିଫଳ

ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର) ଭୁବନେଶ୍ୱର :-  ମେଷ : ଆଜି ଉଚ୍ଚ ଅଧିକାରୀମାନଙ୍କ ସହିତ ସମ୍ବନ୍ଧରେ ଫାଟ ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ...

Read moreDetails

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୋଧରେ : ୭ଟି ଦଳର ରାଜ୍ୟସ୍ତରୀୟ ମିଳିତ ଗଣଧାରଣା ୨୭ ସେପ୍ଟେମ୍ବର ଭାରତ ବନ୍ଦଙ୍କୁ ସମର୍ଥନ ଘୋଷଣା

ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧି ଆର୍ଥିକ ନୀତି ଏବଂ ବିଦ୍ୱେଷ ଓ ବିଭାଜନର ରାଜନୀତି ସାଂଗକୁ ରାଜ୍ୟ...

Read moreDetails

ଭାରତୀୟ ଲୋକ ପ୍ରଶାସନ ସଂସ୍ଥା ଓଡ଼ିଶା ଆ ଳିକ – ଶାଖାର ବାର୍ଷିକ ଅଧିବେଶନ

ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ଭାରତୀୟ ଲୋକ ପ୍ରଶାସନ ସଂସ୍ଥାର ଓଡ଼ିଶା ଆ ଳିକ ଶାଖା ଦ୍ୱାରା ଗତକାଲି ରାମମନ୍ଦିର ଛକସ୍ଥିତ ହୋଟେଲ...

Read moreDetails

ବଲାଙ୍ଗିରରେ ହେବ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌ ଖର୍ଚ୍ଚ ହେବ ସାଢ଼େ ୨୧ କୋଟି : ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ବଲାଙ୍ଗିରରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌ ପ୍ରତିଷ୍ଠା ହେବ । ଆସନ୍ତା ୩୦ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ...

Read moreDetails

ପିଆଇଏମାନଙ୍କୁ ନେଇ ଓଏସ୍‌ଡିଏର ସମୀକ୍ଷା ବୈଠକ ପିଆଇଏମାନଙ୍କୁ ସଠିକ କାମକୁ ସଠିକ ସମୟରେ କରିବାକୁ ପଡିବ : ଶ୍ରୀ ବାଗ୍‌ଚୀ

ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- କୋଭିଡ୍‌ ସ୍ଥିତିରେ ସୁଧାର ଆସିଛି । ପୂର୍ବଭଳି ସମସ୍ତ କାର୍ଯ୍ୟକୁ ପୁନଃ ଆରମ୍ଭ କରାଯାଇଛି । ତେଣୁ ରାଜ୍ୟରେ...

Read moreDetails

ରଗ୍‌ବୀ ଚମ୍ପିଅନ୍‌ସିପ୍‌ ୨୦୨୧ରେ ରୌପ୍ୟ ପଦକ ହାସଲ କରିଥିବା :୧୮ ବର୍ଷରୁ କମ୍‌ ବାଳିକା ମାନଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଭାରତୀୟ ୧୮ ବର୍ଷରୁ କମ୍‌ ବାଳିକା ରଗ୍‌ବୀ ଦଳର ସଦସ୍ୟମାନଙ୍କ...

Read moreDetails

ବଲାଙ୍ଗିର ପୌରାଞ୍ଚଳରେ ସ୍ମାର୍ଟ ହେଲଥ୍‌ କାର୍ଡ ବାଣ୍ଟିଲେ ମନ୍ତ୍ରୀ ଶ୍ରୀ ଆରୁଖ

ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବଲାଙ୍ଗିର...

Read moreDetails
Page 541 of 690 1 540 541 542 690
  • Trending
  • Comments
  • Latest

Recent News