• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପିଆଇଏମାନଙ୍କୁ ନେଇ ଓଏସ୍‌ଡିଏର ସମୀକ୍ଷା ବୈଠକ ପିଆଇଏମାନଙ୍କୁ ସଠିକ କାମକୁ ସଠିକ ସମୟରେ କରିବାକୁ ପଡିବ : ଶ୍ରୀ ବାଗ୍‌ଚୀ

Proprietor Abhimanyu Maharana by Proprietor Abhimanyu Maharana
September 24, 2021
in ଓଡ଼ିଶା, ମହାନଗର, ହୋମ୍
0
ପିଆଇଏମାନଙ୍କୁ ନେଇ ଓଏସ୍‌ଡିଏର ସମୀକ୍ଷା ବୈଠକ ପିଆଇଏମାନଙ୍କୁ ସଠିକ କାମକୁ ସଠିକ ସମୟରେ କରିବାକୁ ପଡିବ : ଶ୍ରୀ ବାଗ୍‌ଚୀ
Share on FacebookShare on TwitterWhatsapp

ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- କୋଭିଡ୍‌ ସ୍ଥିତିରେ ସୁଧାର ଆସିଛି । ପୂର୍ବଭଳି ସମସ୍ତ କାର୍ଯ୍ୟକୁ ପୁନଃ ଆରମ୍ଭ କରାଯାଇଛି । ତେଣୁ ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନିତ କରିବା ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ସମସ୍ତ ପିଆଇଏମାନଙ୍କୁ ନେଇ ୱାର୍ଲï ସ୍କିଲ ସେଣ୍ଟର (ଡବ୍ଲìଏସ୍‌ସି)ଠାରେ ଆଜି ଏକ ସମୀକ୍ଷା ବୈଠକ ଆୟୋଜନ କରିଛନ୍ତି । ଏହି ବୈଠକରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗ୍‌ଚୀ ଅଧ୍ୟକ୍ଷତା କରିଥିଲେ । ସେ କହିଥିଲେ ଯେ ଯୁବଗୋଷ୍ଠୀ ବିଶେଷ କରି ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ନିମନ୍ତେ ଆମେ ଗୁରୁତ୍ୱ ପ୍ରଦାନ କରୁଛୁ ।

ପିଆଇଏମାନଙ୍କର ତୃଣମୂଳ ସ୍ତରରେ ସଠିକ୍‌ ଭାବେ ତାଲିମ ପରିଚାଳନା, ନୂତନ ପିଆଇଏମାନଙ୍କୁ ଓଏସ୍‌ଡିଏ ଅଧୀନରେ ସଂଶ୍ଳିଷ୍ଟ କରାଇବା, ୨୦୨୪ ପାଇଁ ରୋଡ୍‌ମାପ୍‌ ପ୍ରସ୍ତୁତି, ସଠିକ୍‌ ତଥ୍ୟ ରଖିବା, ଦକ୍ଷତା ବିକାଶ ସମ୍ବନ୍ଧୀୟ ବିଭିନ୍ନ ଯୋଜନାର ପ୍ରଚାରପ୍ରସାର, ସ୍ୱାସ୍ଥ୍ୟ ଏବଂ ନୂତନ ଅର୍ଥନୀତି ଭଳି ଟ୍ରେଡ୍‌କୁ ତାଲିମରେ ସାମିଲ କରିବା ଏବଂ ପିଆଇଏମାନେ ସୁଚିନ୍ତିତ ମତାମତ ପ୍ରଦାନ କରି ଓଏସ୍‌ଡିଏକୁ ଦିଗଦର୍ଶନ ଦେବା ନିମନ୍ତେ ଶ୍ରୀ ବାଗ୍‌ଚୀ ପରାମର୍ଶ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ୨୦୧୬ ବର୍ଷରେ ଆଇଟିଆଇମାନଙ୍କର ରୂପାନ୍ତରଣ, ସ୍ୱଳ୍ପ ଅବଧି ତାଲିମ ସ୍ତର ବୃଦ୍ଧି ଏବଂ ରାଜ୍ୟରେ ଡବ୍ଲìଏସ୍‌ସି ପ୍ରତିଷ୍ଠା ଭଳି ତିନୋଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ସେଥିରେ ରାଜ୍ୟ ସରକାର ସଫଳ ହୋଇପାରିଛନ୍ତି । ଡିଡିୟୁଜିକେୱାଇ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ରାଜ୍ୟ କ୍ରମାଗତଭାବେ ଦେଶରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି ା କୋଡିଏ ପ୍ରତିଶତ ତାଲିମ ଦୀର୍ଘ ଅବଧି ତଥା ବୈଷୟିକ ଶିକ୍ଷା କ୍ଷେତ୍ରରୁ ହେଉଥିବା ବେଳେ ସ୍ୱଳ୍ପ ଅବଧି କ୍ଷେତ୍ରରୁ ଅଶୀ ପ୍ରତିଶତ ତାଲିମ ଆମକୁ ପିଆଇଏମାନଙ୍କ ସହାୟତାରେ ହାସଲ ହୋଇଥାଏ । ତେଣୁ ପିଆଇଏମାନେ ସଠିକ କାମକୁ ସଠିକ୍‌ ସମୟରେ କରିବାକୁ ପଡିବ । ଏଥି ସହ ଦକ୍ଷତା ତାଲିମ ଦେଉଥିବା ରାଜ୍ୟ ସରକାରଙ୍କର ଅନ୍ୟ ବିଭାଗଗୁଡିକ ମଧ୍ୟ ଏଥି ପ୍ରତି ତତ୍ପରତା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜିର ଏହି କାର୍ଯ୍ୟକ୍ରମକୁ ଡବ୍ଲìଏସ୍‌ସିଠାରେ ଆୟୋଜନ କରିବାର ଅଭିପ୍ରାୟ କହିଥିଲେ । ଡବ୍ଲìଏସ୍‌ସି ହେଉଛି ସମସ୍ତ ସ୍କିଲର ଗନ୍ତାଘର, ଯାହା ଅତ୍ୟାାଧୁନିକ ବୈଷୟିକ ଜ୍ଞାନକୌଶଳରେ ର୍ନିମାଣ ହୋଇଛି । ଏଠାରେ କେବଳ ଯୁବଗୋଷ୍ଠୀମାନଙ୍କୁ ତାଲିମ ଦିଆଯିବ ନାହିଁ ବରଂ ପିଆଇଏମାନଙ୍କର ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ସେ ସେମାନଙ୍କୁ ଅବଗତ କରାଇଥିଲେ । ପିଆଇଏମାନେ ଏହାକୁ ଉପଯୋଗ କରି ତାଲିମ ଦେଇପାରିବେ ବୋଲି ମଧ୍ୟ ସେ କହିଥିଲେ । ସେ କହିଥିଲେ ଯେ କୋଭିଡ୍‌ ଆମ ସମସ୍ତଙ୍କ ଜୀବନକୁ ପ୍ରଭାବିତ କରିଛି । ରାଜ୍ୟ ସରକାର ପନ୍ଦର ଲକ୍ଷ ଯୁବଗୋଷ୍ଠୀଙ୍କୁ ଆତ୍ମନିଯୁକ୍ତି ଦେବାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ହାସଲ କରିବା ନିମନ୍ତେ ସେ ପିଆଇଏମାନଙ୍କୁ ତାଲିମ ସଂଖ୍ୟା ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ ।

ଯେହେତୁ ଆମେ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଆଦର୍ଶ ରାଜ୍ୟ ହୋଇପାରିଛୁ, ଆମକୁ କିଛି ଭିନ୍ନ କରି ଦେଖାଇବାକୁ ପଡିବ ବୋଲି ସେ କହିଥିଲେ । ଓଏସ୍‌ଡିଏ ସିଇଓ ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ ନୂତନ ଧାରାରେ ଆମକୁ ଅଗ୍ରସର ହେବାକୁ ପଡିବ । ଦକ୍ଷତା ବିକାଶ କେନ୍ଦ୍ରର(ଏସଡିସି) ରୂପରେଖ ପରିବର୍ତ୍ତନ ହେବ । ଅଧିକ ସଂଖ୍ୟକ ଯୁବକଯୁବତୀମାନଙ୍କୁ ତାଲିମ ପ୍ରଦାନ ନିମନ୍ତେ ଏସଡିସିରେ ବିଶେଷ କରି ଖଣିଜପାଣ୍ଠି ଥିବା ଅଞ୍ଚଳମାନଙ୍କରେ ମହିଳା ଏବଂ ପୁରୁଷ ମାନଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ର/ଛାତ୍ରୀନିବାସ ର୍ନିମାଣ କରାଯିବ ବୋଲି ସେ ଏହି ଅବସରରେ ସୂଚନା ଦେଇଥିଲେ ।

ଓଏସଡିଏ ପ୍ଲେସମେଣ୍ଟ ଲିଙ୍କ ଟ୍ରେନିଂ ପ୍ରୋଗ୍ରାମ(ପିଏଲଟିପି), ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁଜିକେୱାଇ), ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍‌କେଭିୱାଇ) ଏବଂ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର(ପିଏମ୍‌କେକେ) ଭଳି ସ୍ୱଳ୍ପ ଅବଧି କୌଶଳ ବିକାଶ ତାଲିମ ଯୋଜନାରେ ପିଆଇଏମାନଙ୍କ ମାଧ୍ୟମରେ ତାଲିମ ପ୍ରଦାନ କରୁଛନ୍ତି ା ଏହି ସମୀକ୍ଷା ବୈଠକରେ ୩୮ଟି ତାଲିମ ସହଯୋଗୀ ଓ ପିଆଇଏର ସଦସ୍ୟମାନେ ଯୋଗ ଦେଇଥିଲେ । ଶେଷରେ ସମସ୍ତ ପିଆଇଏ ସଦସ୍ୟ ୱାର୍ଲï ସ୍କିଲ ସେଣ୍ଟର ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଏସ୍‌ଡିଏର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026
ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

March 19, 2026
ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

March 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version