ଗଜପତି

ଗଜପତି ଜିଲ୍ଲାପାଳ ଅନୁପମ ଶାହା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୧ତମ ଶିଶୁକୁ ; ସୁଦୂର ସୁନ୍ଦର ଗଡର ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୨,ଫେବ୍ରୁଆରି,ମଙ୍ଗଳବାର ) ଗଜପତି :- ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୧ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ପୋଷ୍ୟ...

Read more

ଗଜପତି ଜିଲ୍ଲାରୁ ବିହାରକୁ ଚୋରାରେ ଗଞ୍ଜେଇ ଚାଲାଣ ବେଳେ : ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଗଞେଇ ମୋହନା ପୋଲିସ ଦ୍ୱାରା ଜବତ ଜଣେ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨,ଫେବ୍ରୁଆରି,ମଙ୍ଗଳବାର ) ଗଜପତି :- ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗଜପତି ଜିଲ୍ଲା ବର୍ତ୍ତମାନ ଚୋରା ଗଞ୍ଜେଇ କାରାବାରର ଭୁସ୍ୱର୍ଗ ପାଲଟିଛି । ଗଜପତି ଜିଲ୍ଲାରୁ...

Read more

ପାରଳାଖେମୁଣ୍ଡି ସ୍ଥିତ ମା ଫୁଲସୁନ୍ଦରୀମନ୍ଦିର ପରିସରରେ ନିଖିଳ ଓଡିଶା ମା ଫୁଲସୁନ୍ଦରୀ ପନ୍ଦରା ସମାଜ ର ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ ସୋମବାର )ପାରଳାଖେମୁଣ୍ଡି :- ନିଖିଳ ଓଡିଶା ପନ୍ଦରା ସମାଜ ତରଫ ରୁ ପାରଳାଖେମୁଣ୍ଡି ସ୍ଥିତ ମା ଫୁଲସୁନ୍ଦରୀ ମନ୍ଦିର ପ୍ରାଙ୍ଗଣରେ...

Read more

ପାରଳାଖେମୁଣ୍ଡି ଅର୍ବନବ୍ୟାଙ୍କ୍ ପଡିଆ ଠାରେ ଇନ୍ଧନ ତୈଳ ଓ ଗ୍ୟାସ ର ସଂରକ୍ଷଣତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧ ଫେବୃଆରୀ ସୋମବାର )ପାରଳାଖେମୁଣ୍ଡି :-ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ପ୍ୟାଲେସ ସାମନା’ରେ ଥିବା ଅର୍ବାନ-ବ୍ୟାଙ୍କ ପଡିଆ ଠାରେ ଆଜି ସକ୍ଷମ-୨୦୨୧-ଇନ୍ଧନ ତୈଳ ଓ...

Read more

ଗଜପତି ଜିଲ୍ଲା ର ମୋହନା , ଆର.ଉଦୟଗିରି ଓ ନୂଆଗଡ ଅଞ୍ଚଳ ଗଞ୍ଜେଇ ମାଫିଆ ମାନଙ୍କ ଭୂସ୍ବର୍ଗ ପାଲଟିଛି ; ୪୧୮ କିଲୋ ଗଞ୍ଜେଇ ଜବତ , ୬ ଗିରଫ

ଓଡ଼ିଶା ତାଜା ନ୍ୟୁଜ ( ୩୧ ଜାନୁଆରି ,ରବିବାର )ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ମୋହନା, ଆର.ଉଦୟଗିରି, ନୂଆଁଗଡ଼ ଅଞ୍ଚଳ ଗଞ୍ଜେଇ ମାଫିଆଙ୍କର ଭୂସର୍ଗପାଲଟିଛି । ଶୀତଋତୁ...

Read more

ମହାତ୍ମା ଗାନ୍ଧୀଙ୍କ ସହିଦ ଦିବସ ରେ କୃଷକ ଆନ୍ଦୋଳନ ସପକ୍ଷରେ ଓ କୃଷି ଆଇନକୁ ରଦ୍ଧ କରିବା ଦାବିରେ ପାରଳାଖେମୁଣ୍ଡି ରେ କୃଷକଙ୍କ ଗଣ ସତ୍ୟାଗ୍ରହ

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ଜାନୁଆରୀ ଶନିବାର ) ପାରଳାଖେମୁଣ୍ଡି  :- କୃଷି ଆଇନକୁ ରଦ୍ଦ କରିବା ,ସମସ୍ତ କୃଷି ଜାତ ଦ୍ରବ୍ୟ ର ସର୍ବନିମ୍ନ...

Read more

ଗଜପତି ଜିଲ୍ଲା : ଯାତ୍ରୀବାହୀ ଅଟୋ ଭରସାମ୍ୟ ହରାଇ ୪୦ଫୁଟ ତଳକୁ ଖସି ପଡିବା ଯୋଗୁଁ – ଜଣଙ୍କର ମୃତ୍ୟୁ ୩ଶିଶୁ ସମେତ ୮ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ବିପଦପୁର୍ଣ୍ଣ ମଣିଷଖିଆ ଘାଟିରେ ଗତକାଲି ସଂଧ୍ୟାରେ ପୁଣି ଏକ ଦୁର୍ଘଟଣା ଘଟିଛି ।...

Read more

ମୋହନା ପୋଲିସ ଏକ ଟ୍ରକ୍ ଯାଞ୍ଚ କରିବା ରୁ ଚୋରା  ଚାଲାଣ ହେଉଥିବା : ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ – ଜଣେ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏବଂଆର୍ ଉଦୟଗିରି...

Read more
Page 325 of 350 1 324 325 326 350
  • Trending
  • Comments
  • Latest

Recent News