ଖୋର୍ଦ୍ଧା

ଦାୟିତ୍ୱ ନେଲେ ନୂଆ ମୁଖ୍ୟ ଶାସନ ସଚିବ – ଭୁବନେଶ୍ୱର

ଓଡ଼ିଆ ତାଜା ନ୍ୟୁଜ (୧ ଡିସେମ୍ବର ଶୁକ୍ରବାର) ଭୁବନେଶ୍ୱର :- ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର...

Read more

।। ମୋଦୀ ଙ୍କୁ ଚିଠି ଲେଖିଲେ ନବୀନ : ପୁରୀ ଠାରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯିବା ପାଇଁ ଅନୁରୋଧ  ।।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତବର୍ଷ ର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କୁ ପତ୍ର ଲେଖି ଶ୍ରୀକ୍ଷେତ୍ର ପୁରୀ ଠାରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର...

Read more

।। ଜୀବନର ଆଉ ୧ବର୍ଷର ଶେଷ ସୋପାନରେ ।।

"୨୦୨୦ ବର୍ଷର ଶେଷ ମୁହୂର୍ତ୍ତରେ ମୋ ହୃଦୟରୁ ଆନ୍ତରିକତା ସହ ପ୍ରଣାମ ଓ ଅଭିନନ୍ଦନ"  ଆପଣଙ୍କର - ଶ୍ରୀ ଦେବବ୍ରତ ମହାନ୍ତି  "ବିକି"   ଓଡ଼ିଶା ତାଜା ନ୍ୟୁଜ୍...

Read more

ଏମ ଏମ ସି ସି କୁ ହରାଇ ଏମ ବି ସି ସି ଚମ୍ପିୟାନ ମା’ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର ) ଜଟଣୀ :-ଏମ ଏମ ସି ସି କୁ ହରାଇ ଏମ ବି ସି ସି ଚମ୍ପିୟାନ ମା'ମଙ୍ଗଳା...

Read more

ମନ୍ତ୍ରୀଙ୍କ ର ନବ ବର୍ଷ ର ଶୁଭେଛା ରେ ରହିଛି ପୁରୁଣା ଦିନ ର ସ୍ମୃତି

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର ) ଭୁବନେଶ୍ୱର :- ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ କୃଷି ତଥା ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଭୁଲି ପାରୁ...

Read more

ଶହୀଦ କୋଭିଡ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ ଭୁବନେଶ୍ୱରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ । ଶହୀଦ କୋଭିଡ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ୱର ...

Read more

କାଲିଠାରୁ ମହଙ୍ଗା ପଡ଼ିପାରେ ବିନା ହେଲମେଟ୍‌ …

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର )ଭୁବନେଶ୍ୱର :- କାଲିଠାରୁ ମହଙ୍ଗା ପଡ଼ିପାରେ ବିନା ହେଲମେଟ୍‌ରେ ବାଇକ୍ ଚଳାଇବା । ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇ...

Read more

ଲାଞ୍ଚନେଇ ଧରାପଡିଲେ ପୋଲିସ ଏଏସ୍ଆଇ ; ଭରସା କରିବା କାହାକୁ – ଶରଣକୁଳ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର ) ନୟାଗଡ଼ :- ଭାରତୀୟ ସଂସ୍କୃତି ପରମ୍ପରା ଓ ଆଇନ୍ ରକ୍ଷା କରିବାକୁ ସରକାରଙ୍କ ତରଫରୁ ପୋଲିସ ବାହିନୀ...

Read more

ନୂଆବର୍ଷରୁ ବିଦ୍ୟୁତ୍ ବଣ୍ଟନ କମ୍ପାନି ୱେସ୍କୋ ଓ ‌ସାଉଥ୍‌କୋର ମାଲିକାନା ବଦଳିଯିବ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର ) ଭୁବନେଶ୍ୱର :- ନୂଆବର୍ଷରୁ ବିଦ୍ୟୁତ୍ ବଣ୍ଟନ କମ୍ପାନି ୱେସ୍କୋ ଓ ‌ସାଉଥ୍‌କୋର ମାଲିକାନା ବଦଳିଯିବ । ସେସୁକୁ ହାତେଇବାର ୬...

Read more

ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଚୟନ ହେଲେ : ଅନିଲ କୁମାର ମହାନ୍ତି 

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର ) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ...

Read more
Page 344 of 356 1 343 344 345 356
  • Trending
  • Comments
  • Latest

Recent News