ଆଜି ହେଉଛି ଭାରତ ମାତାର ଦୁଇ ସୁଯୋଗ୍ୟ ସନ୍ତାନ,ସୁରେନ୍ଦ୍ର ସାଏ ଏବଂ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଓଡିଶା ତାଜା ନ୍ୟୁଜ୍ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି 23.1.2020 :- ଅମର ସେହି ବ୍ୟକ୍ତିମାନେ, ଯାହାଙ୍କ ପାଇଁ ଆମ ଦେଶ ସ୍ୱାଧୀନ ହେଲା ଓ ଆମେ...
Read more