୨୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ଅବକାରୀ ଥାନା ଅନ୍ତର୍ଗତ ମାଣିକଗୋଡ଼ା ଦଳେଇସାହି ରେ ଚଢ଼ାଉ କରି ଜଣକୁ ଗିରଫ କରିବା ସହିତ ତା ଠାରୁ ୧୫୮ଗ୍ରାମ ବ୍ରାଉନସୁଗାର ଜବତ କରିଛି । ସମ୍ପୃକ୍ତ ଗ୍ରାମର ମୀର ଅବଦୁଲ୍ଲା ପଶ୍ଚିମବଙ୍ଗରୁ ବ୍ରାଉନ ସୁଗାର ଆଣି ଏ ଅଂଚଳରେ ବ୍ୟବସାୟ କରୁଥିଲା ।















