କରୋନା ସମୟରେ ଘରେ ରହି ପ୍ରଯୁକ୍ତି ଓ ଟେକ୍ନୋଲୋଜି ର ସଦୁପଯୋଗ କରି ଜ୍ଞାନ ଆହରଣ କରି ପାରିବା – ଡ଼ଃ ଅରୁଣ ସାହୁ
ଓଡ଼ିଶା ତାଜା ନ୍ୟୁଜ ( ୧୧ ଅକ୍ଟୋବର ରବିବାର ) ଭୁବନେଶ୍ୱର /ରିପୋର୍ଟ ଅଭିମନ୍ୟୁ :- ୧୬୬୫ ଖ୍ରୀଷ୍ଟାଦ୍ଧ ରେ କେମ୍ବ୍ରିଜ୍ ୟୁନିଭରସିଟି ପ୍ଲେଗ୍ ଯୋଗୁଁ କିଛି ଦିନ ପାଈଁ ବନ୍ଦ ହୋଇଗଲା...
Read more