ଓଡ଼ିଶା ପ୍ରତିନିଧି ଦଳ ୟୁ ଆଣ୍ଡ ଆଇର ମାଲିକ ପରେଶ ବିଜ, ନବୀନ ବିଜ ଏବଂ ମିଟ୍ ବିଜଙ୍କ ସହ ରାଜ୍ୟରେ ବ୍ୟବସାୟିକ ଅଗ୍ରଗତି ଏବଂ ମାର୍କେଟିଂ ରଣନୀତି ଉପରେ ଆଲୋଚନା କରିଥିଲେ । ଭାରତ ଏବଂ ବିଦେଶୀ ବଜାରରେ ନିଜର ଚାହିଦା ଓ ଅଂଶଧନ ବୃଦ୍ଧି ନିମିତ୍ତ କମ୍ପାନୀ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ବ୍ୟବସାୟିକ ବୃଦ୍ଧି ଓ ନୂତନ ଉପକରଣ ସାମଗ୍ରୀର ବଜାର ପ୍ରଚଳନ ପାଇଁ ଟିମ୍ ଓଡ଼ିଶାକୁ ବଲିଉଡ୍ ସେଲିବ୍ରେଟି ନୋରା ଫତେହି ପୁରସ୍କାର ପ୍ରଦାନ କରିଥିଲେ ।

© 2023 Odisha Taza News.