ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଅମରେନ୍ଦୁ ମହାନ୍ତି ,ଜିଲ୍ଲା ସଂପାଦକ ବିନୋଦ କୁମାର ବେହେରା,ସୁକାନ୍ତ ବାରିକ ରାମଚନ୍ଦ୍ର ବେହେରା, କ୍ଷୀରୋଦ କୁମାର ବିଶ୍ବାଳ, ମିହିର କୁମାର ବିଶ୍ବାଳ, କୃଷ୍ଣ ପ୍ରିୟାମହାପାତ୍ର,ସୁଶାନ୍ତ ମହାପାତ୍ର, ବିପିନ ବିହାରୀ ପାଢୀ, ଶରତ ଚନ୍ଦ୍ର ମଲ୍ଲିକ, ଅଶୋକ ତା, ବାବାଜି ବେହେରା, ସାନନ୍ଦ ସେଠୀ, ପ୍ରଣବ ରାଉତରାୟ, ପୂର୍ଣ୍ଣଚନ୍ଦ୍ର ସିଂହ,ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ବୈଠକ ରେ ନଗର କମିଟି ରେ ଥିବା ୧୪ ଟି ଶାଖା କମିଟି ମାନଙ୍କର ସଭ୍ୟ ପଦ ନବୀକରଣ, ଆସନ୍ତା ମାର୍ଚ୍ଚ ୨୩ ଭୁବନେଶ୍ଵର ମହାସମାବେସ ରେ ଅଂଶଗ୍ରହଣ କରିବା, ଆଇ ପି ଟି ଏ ରାଜ୍ୟ ସମ୍ମିଳନୀ ଫେବୃଆରୀ ୨୫, ମହିଳା ଦିବସ ପାଳନ ମାର୍ଚ୍ଚ ୮, ପାର୍ଟି ପାଣ୍ଠି ସଂଗ୍ରହ ଅଭିଯାନ, ଜିଲ୍ଲା ସ୍ତରୀୟ ସମାବେଶ ଆଦି ଏଜେଣ୍ଡା ଉପରେ ଆଲୋଚନା ଓ ତା’ର ସଫଳତା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶେଷରେ ଅଶୋକ ତା ଧନ୍ୟବାଦ ଅର୍ପଣ କରିଥିଲେ,ଜଗନ୍ନାଥ ମଲ୍ଲିକ ପରିଚାଳନା କରିଥିଲେ ।

© 2023 Odisha Taza News.