୧୨ ଫେବୃଆରୀ ରବିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ବର :- ସର୍ବଭାରତୀୟ ପ୍ରଦର୍ଶନ କାର୍ୟ୍ୟକ୍ରମ ଅନୁୟାୟୀ, ଆମ୍ ଆଦମୀ ପାର୍ଟି ଆଜି ଦେସ୍ ଓ ରଜରେ ୧୨/0୨/୨୦୨୩ (ରବିବାର) ଦିନ ସମସ୍ତ ରାଜ୍ୟର କ୍ୟାପିଟାଲରେ ରାଜ୍ୟ ବିଜେପି କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି।
ଯେଉଁ ଭଳି ଭାରତୀୟ ଜନତା ପାର୍ଟି ମୋଦି ସରକାର ଚତୁରତାର ସହ ଆଦାନୀ ଏବଂ ମୋଦୀଙ୍କ ଦ୍ୱାରା କରାଯାଇଥିବା ଲୁଟର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରାଯାଉ ।
ତେଣୁ ଆପ୍ ଓଡ଼ିଶା ରାଜ୍ୟ ବିଜେପି କାର୍ୟ୍ୟାଳୟ, ୟୁନିଟ୍-3, ଜନପଥ ରୋଡ୍, ଖାରବେଳ ନଗର, ଭୁବନେଶ୍ୱର ସମ୍ମୁଖରେ ଏହି ବିକ୍ଷୋଭ କରିବା ସହ ଏହାର ତଦନ୍ତ ଦାବି କରିଛି ।














