ଓଡିଶା ତାଜା ନ୍ୟୁଜ୍ (୧୨ ଜୁନ୍ ଶୁକ୍ରବାର ) ପାରଳାଖେମୁଣ୍ଡି : – ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିର୍ମାଣାଧୀନ ଥିବା ଜିଲ୍ଲା ନ୍ୟାୟାଳୟ କୋଠାର ପାଶ୍ୱରେ ଏବଂ ବିଚାରପତି ମାନଙ୍କ ବାସଗୃହକୁ ଜିବାକୁ ରହିଥିବା ରାସ୍ତା କଡରେ ରହିଛି ଗଞ୍ଜେଇ ଗଛ, ଏହା ଦେଖିବାକୁ ମିଳିଛି l
ନିର୍ମାଣ କାରି ସସ୍ଥାର ଏତେ ସବୁ ଅଧିକାରି ତଦାରଖ ପାଇଁ ବାରମ୍ବାର ଗସ୍ତ କରୁଥିଲେ ସୁଦ୍ଧା କେହି ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି କାହିଁକି, କାହାର କିଛି ମନ୍ଦ ଉଦ୍ଦେଶ୍ୟ ରହିଛି କି? ଅନ୍ୟ ପକ୍ଷରେ ଗଞ୍ଜେଇ ଗଛ ଲଗାଇବା ବା ଚାଷ ଆଇନଗତ ଅପରାଧ ବୋଲି କଣ ବାବୁ ମାନେ ଜାଣି ନାହାନ୍ତି କି ନା ଜାଣି ଶୁଣି ସେଠାରେ ନିର୍ମାଣ କାର୍ଯ୍ୟ ରେ ଲାଗିଥିବା ଶ୍ରମିକ ଓ ଅନ୍ୟ କର୍ମଚାୀମାନଙ୍କ ବ୍ୟବହାର ଉପୋ ଯୋଗୀ ନିମନ୍ତେ ଜାଣି ଶୁଣି ରଖିଛନ୍ତି ତାହାକୁ ନେଇ ଉଠୁଛି ପ୍ରଶ୍ନ ? (ରିପୋର୍ଟ: ଗରୁଡ଼ ଧ୍ଵଜ ଚୌଧୁରୀ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com