ଦୀର୍ଘ ୨ ବର୍ଷ ୪ ମାସ ହେଲା ଉପାନ୍ତ ଇଲାକାରେ ମୁଁ ଲୋକ ପ୍ରତିନିଧିଙ୍କ ଗହଣରେ କାର୍ଯ୍ୟ କରିଛି , ତେଣୁ ଭୁବନରେ କିଛି ଅସୁବିଧା ହେବନାହିଁ , ଗରିବ ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ କରିବା ମୂଳଲକ୍ଷ୍ୟ ବୋଲି ଶ୍ରୀଯୁକ୍ତ ମହାପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ନୂତନ ତହସିଲଦାର ଙ୍କୁ ତହସିଲ କର୍ମଚାରୀ , ଆଇନଜୀବୀ ଓ ସାମ୍ବାଦିକ ମାନେ ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରିଥିଲେ । ପୂର୍ବତନ ତହସିଲଦାର ରୋଜାଲିନ ବେହେରା ତାଳଚେର ତହସିଲକୁ ବଦଳି ହୋଇଥିବା ଜଣାପଡିଛି ।

© 2023 Odisha Taza News.