କବି ପ୍ରଶାନ୍ତ କୁମାର ରାଉତ ଙ୍କ ସଂଯୋଜନା ରେ ରବୀନ୍ଦ୍ର କୁମାର ଦାସ,ଆରତୀ ଦାଶ,ନଳିନୀ ସାହୁ,ସ୍ୱାଗତିକା ମୁଦୁଲି, ରଞ୍ଜିତା ସାହୁ,ପ୍ରେମଲତା ବାରିକ,ଗୀତା ଦାସ,ପ୍ରକାଶ ଚନ୍ଦ୍ର ଦାଶ,ମଧୁସ୍ମିତା ମହାନ୍ତି,ଶ୍ୟଂସୁଦର ବେହେରା ପ୍ରମୁଖ ଶୋକ କବିତା ଆବୃତ୍ତି କରିଥିଲେ.
ପ୍ରାରମ୍ଭ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 89 ତମ ଶ୍ରାଦ୍ଧବା୍ଷିକୀ ଉପଲକ୍ଷେ। ତାଙ୍କର ସ୍ମୃତିଚାରଣ କରାଯାଇ ଫଟୋ ଚିତ୍ର ରେ ମାଲ୍ୟପ୍ରଣ କରାଯାଇଥିଲା, ସମ୍ପାଦିକା ସଂଘମିତ୍ରା ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ. ଶେଷରେ କବି ଗୋଲାପ ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ.ସଭା କାର୍ଯ ରେ ପାରାଦୀପ ର ବହୁତ ସାହିତ୍ୟ କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ.

© 2023 Odisha Taza News.