• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ପୁଣି ଆନ୍ଧ୍ର ରେ ଏକ ଅଣପଞ୍ଜିକୃତ – ଦାଦନ ଶ୍ରମିକ ମୃତ

Proprietor Abhimanyu Maharana by Proprietor Abhimanyu Maharana
February 3, 2023
in ଅପରାଧ, ଓଡ଼ିଶା, ବଲାଙ୍ଗିର, ହୋମ୍
0
ପୁଣି ଆନ୍ଧ୍ର ରେ ଏକ ଅଣପଞ୍ଜିକୃତ – ଦାଦନ ଶ୍ରମିକ ମୃତ
Share on FacebookShare on TwitterWhatsapp

ଶବ କୁ ପୋଡ଼ି ଦେବାକୁ ପରିବାର ଲୋକଙ୍କୁ ଇଟାଭାଟି ମାଲିକଙ୍କ ଧମକ ଅଭିଯୋଗ ‌ ।  ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ନପାରି ନିରାଶ ହୋଇ ଘରକୁ ଫେରିଆସିଲେ ବାପା,ମା

୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଖଇରମାଲ ର ଜଣେ ଅଣପଞ୍ଜିକୃତ ଦାଦନ ଶ୍ରମିକ ଆନ୍ଧ୍ର ରାଜ୍ୟ ବିଜୟାନଗରମ ଜିଲ୍ଲା ପଦ୍ମନାଭ ଥାନା ମାଦି କ୍ରିନାପୁରମ ରେ ଗତ କାଲି ଅପରାହ୍ନ ସମୟରେ ମୃତ୍ୟୁ ଘଟିଥିଲା । ମୃତ ଶ୍ରମିକ ଜଣକ ହେଲେ ଥବିର ହାତୀଖୁଜିଆ (୨୮) ମୃତ ଶ୍ରମିକଙ୍କ ଶବକୁ ଇଟାଭାଟି ମାଲିକ ଗାଁ କୁ ନ ଛାଡ଼ି ସେଠାରେ ଲୁଚାଇ ରଖିଥିବା ସହ ଶବକୁ ପୋଡ଼ି ଦେବାକୁ ଭାଟି ମାଲିକ ପରିବାର ଲୋକଙ୍କୁ ଧମକ ଦେଉଥିବା ଜଣାପଡିଛି । ପୁଅର ମୃତ୍ୟୁ ଖବର ପାଇ ବାପା ମା ପ୍ରଥମେ ସ୍ଥାନୀୟ ଦାଦନ ସର୍ଦ୍ଦାର ଦୟାନନ୍ଦ ବିଭାର ଙ୍କ ପାଖ କୁ ଯାଇ ପୁଅ ଶବକୁ ଫେରାଇ ଆଣିବାକୁ ଗୁହାରି କରିଥିଲେ ।

ସର୍ଦ୍ଦାର ଜଣଂକ କିଛି କଥା ଶୁଣି ନଥିବାରୁ ପାଟଣାଗଡ଼ ଆରକ୍ଷୀ ଅଧିକ୍ଷକ ଙ୍କୁ ଜଣାଇବା କୁ ଆସିଥିଲେ । ସେ କୌଣସି କାରଣ ବଶତଃ ଅନୁପସ୍ଥିତ ଥିବାରୁ ଘରକୁ ଫେରି ଯାଇଥିଲେ । ପରିବାର ଲୋକ ଙ୍କ ଅଭିଯୋଗ ଅନୁସାରେ ଆଜିକୁ ଦୁଇ ମାସ ପୂର୍ବେ ଥବିର ନିଜ କାକା ଓ ଖୁଡି ଙ୍କ ସହ ମିଶି ଆନ୍ଧ୍ର ରାଜ୍ୟ ବିଜୟାନଗରମ ଜିଲ୍ଲା ପଦ୍ମନାଭ ଥାନା ମାଦି କ୍ରିନାପୁରମ କୁ ବେଲପଡା ଥାନା ଅନ୍ତର୍ଗତ ବାଗଗୁଡା ଗ୍ରାମ ର ଅଣପଞ୍ଜିକୃତ ଦାଦନ ସର୍ଦ୍ଦାର ଦୟାନନ୍ଦ ବିଭାର ଙ୍କ ମାଧ୍ୟମରେ କିଛି ଟଙ୍କା ବଇନା ନେଇ ଇଟା ଗଢ଼ି ଯାଇଥିଲେ । ଗତ କାଲି ଭାଟିମାଲିକ ମର୍ଲିକା ଅର୍ଜୁନ ଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଭାଟିରେ କାମ କରୁଥିବା ମାଲିକଙ୍କ ଜଣେ ସର୍ମ୍ପକିୟଙ୍କ ସହ ନିକଟରେ ଥିବା ଏକ ଦୋକାନ କୁ ଭାଟି ମାଲିକ ଙ୍କ ସଉଦା କିଣିବା ପାଇଁ ଉଭୟେ ଏକ ବାଇକ୍ ରେ ଯାଇଥିଲେ । ସଉଦା କିଣି ବାଇକ୍ ରେ ଫେରୁଥିବା ସମୟରେ ମାଦି କ୍ରିନାପୁରମ ସହର ର ଏକ ବୁଲାଣି ରାସ୍ତା ରେ ବିପରିତ ଦଗିରୁ ଆସୁଥିବା ଏକ ପିଅକପ ଭ୍ୟାନ ଗାଡ଼ି ନଂ ଓପି ୩୦ ପିଜେ ୪୬୩୪ ସେମାନଙ୍କୁ ଧକ୍କା ଦେଇଥିଲା । ଇଟା ଭାଟି ମାଲିକଙ୍କ ସର୍ମ୍ପକିୟ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ଥବିର ଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଥବିର ଙ୍କ କାକା ,ଖୁଡି ଙ୍କ ସହ ଉକ୍ତ ଭାଟିରେ କାମ କରୁଥିବା କିଛି ଶ୍ରମିକ ଘଟଣା ସ୍ଥଳରେ ପହଞ୍ଚିଥିଲେ । କ୍ଷତିପୂରଣ ସହ ମୃତ ଶ୍ରମିକ ଥବିର ଙ୍କ ଶବ କୁ ଗାଁ କୁ ଆଣିବାକୁ ଅଡି ବସିଥିଲେ ।

ଖବର ପାଇ ଇଟାଭାଟି ମାଲିକ ମର୍ଲିକା ଅର୍ଜୁନ ଘଟଣା ସ୍ଥଳରେ ପହଞ୍ଚି ପରିବାର ବର୍ଗଙ୍କ ସହ ଶ୍ରମିକ ମାନଙ୍କୁ ଧମକ ଚମକ ଦେଇ ମୃତ ଶ୍ରମିକ ଥବିର ଙ୍କ ମୃତ ଦେହ କୁ ଇଟାଭାଟି କୁ ନ ଆଣି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାନୀୟ ପୁଲିସ ଲୁଚାଇ ରଖିଥିବା ଜଣାପଡ଼ିଥିବା ଲୁଚାଚ୍ଛପା ରେ ଥବିର ଙ୍କ ଶବ ପୋଡ଼ି ଦେବାକୁ ଚେଷ୍ଟା ଜାରି ରଖିଛି । ଉପରୋକ୍ତ ଘଟଣା ସମ୍ପର୍କରେ ମୃତ ଶ୍ରମିକ ଙ୍କ କାକା ଓ ଖୁଡି ତାଙ୍କ ବାପା ମା ଙ୍କୁ ଅବଗତ କରାଇଥିଲେ । ଏଥିପ୍ରତି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଶ୍ରମ ବିଭାଗ ଦୃଷ୍ଟି ଦେଇ ଥବିର ଙ୍କ ଶବ ନିଜ ଗାଁ କୁ ଫେରାଇ ଆଣିବାକୁ ତାଙ୍କ ବାପା ମା ଦାବି କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version