ମୁଖ୍ୟବକ୍ତା ଭାବେ ଜାଇକା ପ୍ରକଳ୍ପ -୨ ଯାଜପୁରରୋଡ ର ଅତିରିକ୍ତ ମୁଖୟଯନ୍ତ୍ରୀ ଇଂ ସଂଜୀବ କୁମାର ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ନିର୍ମାଣ ବିଶେଷଜ୍ଞ ଇଂ ଧନେଶ୍ୱର ସାହୁ ,କୃଷି ବିଭାଗ ବିଶେଷଜ୍ଞ ଇଂ ପ୍ରଭାତ ରଂଜନ ଦାସ, କୃଷି ବିଭାଗ ଉପନିର୍ଦ୍ଦେଶକ ଇଂ ବଂଶୀଧର ସ୍ୱାଇଁ , ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଯୋଗଦେଇ କୃଷି ଓ କୃଷକ ଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏହି ସମାବେଶରେ ୧୬ଟି ପଂଚାୟତର ପାଣି ପଂଚାୟତ କର୍ମକର୍ତା ଓ ଶତାଧିକ କୃଷକ ଯୋଗଦେଇଥିଲେ ।

© 2023 Odisha Taza News.