ଫେବୃଆରୀ ୨୪ ତାରିଖରେ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ । ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା, ବଜେଟ ସମ୍ବନ୍ଧୀୟ ଆଲୋଚନା, ଅନୁଦାନ ଦାବି, ୨୦୨୩-୨୪ ବର୍ଷ ପାଇଁ ବିନିୟୋଗ ବିଲ୍୍, ବେସରକାରୀ ସଭ୍ୟଙ୍କ କାର୍ଯ୍ୟ (ବିଲ୍ ଓ ସଂକଳ୍ପ) ଇତ୍ୟାଦି ବିଷୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

© 2023 Odisha Taza News.