• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶାରେ ପ୍ରଥମ ଘଟଣା – ଶରତ ନାୟକ

Proprietor Abhimanyu Maharana by Proprietor Abhimanyu Maharana
January 30, 2023
in ଓଡ଼ିଶା, ମହାନଗର, ହୋମ୍
0
ଓଡ଼ିଶାରେ ପ୍ରଥମ ଘଟଣା – ଶରତ ନାୟକ
Share on FacebookShare on TwitterWhatsapp

ଓଡ଼ିଶାରେ ପ୍ରଥମ ଘଟଣା,କର୍ତ୍ତବ୍ୟ ରତ ଆରକ୍ଷୀ କର୍ମୀଙ୍କ ଗୁଳିରେ ଶାସନାଧୀନ ଜଣେ ମନ୍ତ୍ରୀଙ୍କ ନିଧନ, ଆରକ୍ଷୀ ଅଧୀକ୍ଷକଙ୍କ ପରେ ମନ୍ତ୍ରୀ : ସୁରକ୍ଷା କର୍ମୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ହେବା ଜରୁରୀ

୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶାରେ ପ୍ରଥମ ଘଟଣା, ଜଣେ କର୍ତ୍ତବ୍ୟ ରତ ଆରକ୍ଷୀ କର୍ମୀଙ୍କ ଗୁଳିରେ ଶାସନାଧୀନ ଜଣେ ମନ୍ତ୍ରୀଙ୍କ ନିଧନ ଘଟଣା ସ୍ତବ୍ଧ କରିଦେଇଛି ଓଡିଶା ଜନମାନସକୁ। ଜଣେ ଆରକ୍ଷୀ କର୍ମୀଙ୍କ ଏଭଳି କାଣ୍ଡ ପାଇଁ ଆଜି ସମୁହଙ୍କୁ ବଦନାମର ବୋଝୁମୁଣ୍ଡାଇବାକୁ ପଡିଛି । ଅବଶ୍ୟ ସମସ୍ତେ ଏଭଳି ନୁହଁନ୍ତି। ତେବେ ଓଡିଶା ଇତିହାସରେ ଯାହା କେବେ ବି ଘଟିନଥିଲା ଆଜି ତାହା ଘଟିଲା। ଯାହାକୁ ନେଇ ନାନା କଥା ନାନା ପ୍ରଶ୍ନ ଲୋକଙ୍କ ମନରେ ଉଙ୍କିମାରୁଛି।

ବାଡ଼ ଫସଲ ଖାଇବା ଭଳି ଯେଉଁ ସୁରକ୍ଷା କର୍ମୀ ବା ଅଙ୍ଗରକ୍ଷୀ ମାନଙ୍କୁ ସରକାର ସେମାନଙ୍କ ନିମନ୍ତେ ନିଯୁକ୍ତ କରିଛି ଏମାନେ ଯଦି ଏଭଳି କାଣ୍ଡ ଭିଆଇବେ ତା ହେଲେ କାହାକୁ ଭରଷା କରାଯିବ। ଅବଶ୍ୟ ସମସ୍ତ ଆରକ୍ଷୀ ମାନେ ଯେ ଏଭଳି ତା ନୁହଁ, କିନୁ ଗୋଟିଏ ଘଟଣା ବା ଜଣେ ବ୍ଯକ୍ତି ବିଶେଷଙ୍କ ପାଇଁ ଯେପରିକି ଜଣେ ସମ୍ବାଦିକ ପାଇଁ ଲୋକେ କୁହନ୍ତୁ ସାମ୍ବାଦିକ ମାନେ, କୌଣସି ଜଣେ ଶିକ୍ଷକଙ୍କ ଘୃଣ୍ୟ କାର୍ଯ୍ୟ ପାଇଁ ଶିକ୍ଷକ ମାନେ, ଜଣେ ନେତାଙ୍କ ପାଇଁ ନେତାମାନେ ଭଳି ଜଣେ ଆରକ୍ଷୀ କର୍ମୀଙ୍କ ଏଭଳି କାରନାମା ପାଇଁ ଆଜି ସମହଙ୍କୁ ବଦନାମର ବୋଝୁମୁଣ୍ଡାଇବାକୁ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ବିଗତ ଦେଢ଼ ଦଶନ୍ଧି ତଳେ ଏକ ଘଟଣା ଘଟିଥିଲା ଆମ ରାଜ୍ୟର କୋରାପୁଟ ଜିଲ୍ଲାରେ। କୋରାପୁଟ ଠାରେ ଅବସ୍ଥାପିତ ଦକ୍ଷୀଣ ପଶ୍ଚିମାଞ୍ଚଳ ଡିଆଇଜି ଯଶଓ୍ବିନ୍ଦର ସିଂହ ତାଙ୍କର ଦୁଇ ଅଙ୍ଗରକ୍ଷୀ ଗୁଳିର ଶିକାର ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣା ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ବଡ଼ କୁଟିଙ୍ଗା ନିକଟରେ ୨୦୦୬ ମଶିହା ଅକ୍ଟୋବର ୨୩ ତାରିଖରେ ଘଟିଥିଲା।

ଅବଶ୍ୟ ସେତେବେଳେ ଜିଲ୍ଲାରେ ମାଓବାଦୀଙ୍କ ଦବଦବା ଥିବା କାରଣରୁ ପ୍ରଥମେ ଏହା ମାଓ ବାଦୀଙ୍କ କାଣ୍ଡ ବୋଲି କୁହା ଯାଇଥିଲା। କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ତଦନ୍ତ ପରେ ଡିଆଇଜି ସିଂହ ଙ୍କ ଅଙ୍ଗରକ୍ଷୀ ଥିବା ଦୁଇ ଆରକ୍ଷୀ କର୍ମୀଙ୍କ ଗୁଳିରେ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡ଼ିଥିଲା।

ରବିବାର ଘଟଣା ଅବଶ୍ୟ ଟିକେ ଅଲଗା। ଏହି ଘଟଣା ଅଙ୍ଗରକ୍ଷୀ ଙ୍କ ଦ୍ବାରା ଘଟିନାହିଁ, କିନ୍ତୁ ଜଣେ ଜନପ୍ରିୟ ଜନ ପ୍ରତିନିଧି ଏବଂ ରାଜ୍ୟ ମନ୍ତ୍ରୀ ପରିଷଦର ଜଣେ ଟାଣୁଆ ନେତାଙ୍କ ଏକ କାର୍ଯକ୍ରମରେ ନିୟୋଜିତ ଥିବା ଜଣେ ସହକାରୀ ଉପ ନୀରିକ୍ଷକ ଙ୍କ ଗୁଳିରେ ପ୍ରାଣ ହରାଇବା ଘଟଣା ଓଡ଼ିଶା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଯାହାକୁ ନେଇ ନେତାମାନଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାର ଭୀତତ୍ରସ୍ତ ଓ ଭୀତଗ୍ରସ୍ତ ହୋଇ ପଡ଼ିଛନ୍ତି।

ଫଳରେ ଏନେଇ ସରକାର ଏକ ନିର୍ଦେଶ ନାମା ସହିତ ନ ନିୟମ ଲାଗୁ କରିବାପାଇଁ ଆବଶ୍ୟକତା ଥିବା ଲୋକ ମୁଖରୁ ଗୁଂଜରିତ ହେଉଛି। କୁହାଯାଉ ମନ୍ତ୍ରୀ ହୁଅନ୍ତୁ ଅବା ଉଚ୍ଚସ୍ତରୀୟ ଅଧିକାରୀ ମାନଙ୍କ ଅଙ୍ଗରକ୍ଷୀ ହୁଅନ୍ତୁ ଅବା ସୁରକ୍ଷା ଦାୟିତ୍ବରେ ରହୁଥିବା ଆରକ୍ଷୀ ମାନଙ୍କର  ନିୟମିତ ବ୍ୟବଧାନରେ ମାସିକିଆ ହେଉ କିମ୍ବା ତ୍ରୟମାସିକ ବା ୬ ମାସକୁ ଥରେ ବିଶେଷଜ୍ଞ ଡାକ୍ତର ବିଶେଷକରି ମାନସିକ ରୋଗ ବିଶେଷଜ୍ଞ ଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ। ଏପରିକି ସରକାରୀ ଭାବେ ଏନେଇ ଏକ ନିୟମ ପ୍ରଚଳିତ ହେବା ଆବଶ୍ୟକ। ନହେଲେ ଏହି ଘଟଣା ପୁନରାବୃତ୍ତିକୁ ଏଡ଼ାଇ ହେବ ନାହିଁ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

July 14, 2026
ଖଳି ଲାଗି ପାଇଁ ଶୁଦ୍ଧ ସୁଆର ଶ୍ରୀମନ୍ଦିର ପ୍ରବେଶ

ଖଳି ଲାଗି ପାଇଁ ଶୁଦ୍ଧ ସୁଆର ଶ୍ରୀମନ୍ଦିର ପ୍ରବେଶ

July 14, 2026
ଗଣତନ୍ତ୍ର ପ୍ରତି ବିପଦ : ରବି ରଥ

ଗଣତନ୍ତ୍ର ପ୍ରତି ବିପଦ : ରବି ରଥ

July 14, 2026
୧୯୭୭ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁ ମିଳନ

୧୯୭୭ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁ ମିଳନ

July 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

July 14, 2026
ଖଳି ଲାଗି ପାଇଁ ଶୁଦ୍ଧ ସୁଆର ଶ୍ରୀମନ୍ଦିର ପ୍ରବେଶ

ଖଳି ଲାଗି ପାଇଁ ଶୁଦ୍ଧ ସୁଆର ଶ୍ରୀମନ୍ଦିର ପ୍ରବେଶ

July 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version