ଓଡିଶା ତାଜା ନ୍ୟୁଜ୍ (୧୧ ଜୁନ୍ ଗୁରୁବାର ) ଗଜପତି ଜିଲ୍ଲା :- ଗଜପତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଭାବେ ଡାକ୍ତର ଶ୍ରୀନିବାସ ସାହୁ ଦାୟିତ୍ଵ ଗ୍ରହଣ କରି ଛନ୍ତି । ଦ୍ୱାୟିତ୍ଵ ଗ୍ରହଣ କରିବା ପରେ ଶ୍ରୀ ସାହୁ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ କହିଛନ୍ତି ଯେ ଗଜପତି ଜିଲ୍ଲାରେ ପ୍ରାଣୀ ସମ୍ପଦ ର ବିକାଶ ଦିଗରେ ଉଦ୍ୟମ କରିବା ସହ ନୂତନ କର୍ମ ସଂସ୍ଥାନ ସୃଷ୍ଟି କରିବା ପାଇଁ ଗୁରୁତ୍ବ ଦେବେ । ଏଥି ପାଇଁ ଗଜପତି ଜିଲ୍ଲାବସି ଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com