ଫଳରେ ଖେଳ ଶେଷ ପର୍ଯ୍ୟନ୍ତ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ନ’ପାରିବାରୁ ଖେଳ ଅମିମାଂସିତ ରହିଥିଲା । ଯାହା ଫଳରେ ଟ୍ରାଇ ବ୍ରେକର ପଦ୍ଧତି ଆପଣାଇବାକୁ ପଡ଼ିଥିଲା ଏଥିରେ ଶବର କ୍ରୀଡ଼ାସଂଘ ୫-୪ ଗୋଲରେ କିଶୋର କ୍ଳବକୁ ପରାସ୍ତ କରି ଆସନ୍ତା କାଲି ବିଡାନାସୀ କ୍ଲବ୍ କଟକ ସହିତ ପ୍ରଥମ ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି ।
ଆଜିର ଅନୁଷ୍ଠିତ ଖେଳରେ ଶବର କ୍ରୀଡ଼ା ସଂଘର ଗୋଲ୍ କିପର୍ ଶିଶିର ନାୟକ ମ୍ୟାନ ଅଫ୍ ଦି ମ୍ୟାଚ୍ ଆଖ୍ୟା ଅର୍ଜନ କରିଛନ୍ତି। ଆଜିର ଏହି ମ୍ୟାଚରେ କୁସୁମାଟି,ଛଣଘର ହାଇସ୍କୁଲର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ସାହୁ ଅତିଥି ଭାବେ ଯୋଗଦେଇଥିବା ବେଳେ ରେଫେରୀ ସଗିର ଅହମ୍ମଦ,ରମେଶ ପାଇକରାୟ,ପ୍ରଫୁଲ୍ଲ ବେହେରା ଓ ବିଜୟ ମଙ୍ଗରାଜ ଖେଳ ପରିଚାଳନା କରିଥିଲେ।

© 2023 Odisha Taza News.