• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଆଦର୍ଶ ସ୍କୁଲ ବିଜ୍ଞାନ ଶିକ୍ଷକ କରୁଛନ୍ତି ଘରୋଇ ଟ୍ୟୁସନ୍ : ଏବେ ନମାନିଲେ ବାଜିବ ଉଚ୍ଚଶିକ୍ଷା ବିଭାଗ ଛାଟ

Proprietor Abhimanyu Maharana by Proprietor Abhimanyu Maharana
January 23, 2023
in ଅପରାଧ, ଓଡ଼ିଶା, ଗଜପତି, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ଆଦର୍ଶ ସ୍କୁଲ ବିଜ୍ଞାନ ଶିକ୍ଷକ କରୁଛନ୍ତି ଘରୋଇ ଟ୍ୟୁସନ୍ : ଏବେ ନମାନିଲେ ବାଜିବ ଉଚ୍ଚଶିକ୍ଷା ବିଭାଗ ଛାଟ
Share on FacebookShare on TwitterWhatsapp

      ଆଦର୍ଶ ସ୍କୁଲ ବିଜ୍ଞାନ ଶିକ୍ଷକ କରୁଛନ୍ତି ଘରୋଇ ଟ୍ୟୁସନ୍

ସରକାରଙ୍କ ନିର୍ଦେଶକୁ ବେଖାତିରି କରି ସରକାରୀ ଆଦର୍ଶ ସ୍କୁଲ ବିଜ୍ଞାନ ଶିକ୍ଷକ କରୁଛନ୍ତି ଟ୍ୟୁସନ୍

୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟ ସରକାରଙ୍କ ନିର୍ଦେଶକୁ ବେଖାତିରି କରି ଗଜପତି ଜିଲ୍ଲା ନୁଆଗଡ ବ୍ଳକର ପରିମଳ ଗ୍ରାମରେ ଥିବା ସରକାରୀ ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଆର. ଉଦୟଗିରି ଗ୍ରାମରେ ଭଡାରେ ରହି ନିର୍ଭୟରେ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟ୍ୟୁନ୍ କରୁଥିବା ଅଭିଯୋଗ ହେଉଛି । ଏହି ବିଷୟ ନେଇ ଜିଲ୍ଲା ଶିକ୍ଷାଅଧିରୀ ଓ ବ୍ଳକ ଶିକ୍ଷା ଅଧିକାରୀ ଜଣାଇଲେ ତାଙ୍କ ଉତ୍ତର ମିଳିଛି ଯେ ବଳକା ସମୟରେ ଶିକ୍ଷକ ଟ୍ୟୁସନ କରିପାରିବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଏପରି ଉତ୍ତର ମିଳିଲେ ଲୋକେ କହିବେ କାହାକୁ ଶୁଣିବ କିଏ..? ଏହି ବିଷୟ ନେଇ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଆମ ଅଧିନରେ ଆଦର୍ଶ ବିଦ୍ୟାଳୟ ଯାଉନି । ଏହି ବିଷୟକୁ ନେଇ ଆମେ କିଛି କରିପାରୁବୁ ନାହିଁ । ସେ ଶିକ୍ଷକଙ୍କୁ ଉପରେ ଯାହା କାର୍ଯ୍ୟିା ଅନୁଷ୍ଠାନ ନେବେ ଭୂବେନଶ୍ବର କାର୍ଯ୍ୟାଳୟ । ବିଦ୍ୟାଳୟରେ ସରକାରୀ ଶିକ୍ଷକମାନେ ମୋଟା ଅଙ୍କର ଦରମା ପାଉଥିବା ବେଳେ ପିଲାଙ୍କୁ ଟ୍ୟୁସନ୍ କରିବାକୁ କାହିଁକି ଏତେ ଆଗ୍ରହ । ନୁଆଗଡ ବ୍ଳକ ପରିମଳ ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳର ଅଧ୍ୟକ୍ଷ ପଦ ଦୀର୍ଘ ବର୍ଷ ହେବ ଖାଲି ପଡିଛି । ଏହାକୁ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଅଧ୍ୟକ୍ଷ ଦାୟତ୍ବ ତୁଲାଉଛନ୍ତି । ଏହି ବିଦ୍ୟାଳୟର ଶିକ୍ଷକ ଆର.ଉଦୟଗିରି ବ୍ଳକର ଛେଳିଗଡ ଆଦର୍ଶ ବିଦ୍ୟାଳୟର ଛାତ୍ରଛତ୍ରୀଙ୍କୁ ବିଜ୍ଞାନ ଶିକ୍ଷକ ଟ୍ୟୁସନ୍ କରୁଥିବା ଅଭିଯୋଗ ହେଉଛି । ଗ୍ରାମର ପାଠପଢି ଚାକିରୀ ନ କରୁଥିବା ଏବଂ ଅପ ଦରମା ପାଉଥିବା ଯୁବକମାନେ ଟ୍ୟୁସନ୍ କରି ଚଳୁଥିବା ଯୁବକମାନଙ୍କର ପେଟରେ ବିଜ୍ଞାନ ଶିକ୍ଷକ ନାତ ମାରୁଛନ୍ତି । ଗ୍ରାମର ଯୁବକ ଶିକ୍ଷକ ୬ ଶ୍ରେଣୀ ପିଲାଙ୍କୁ ୫୦୦ ଟଙ୍କା ଦେଉଥିବା ବେଳେ ପରିମଳ ବିଦ୍ୟାଳୟର ଆଦର୍ଶ ବିଜ୍ଞାନ ଶିକ୍ଷକ ଜଣେ ପିଲା ଠାରୁ ଏକ ହଜାର ଟ୍ୟୁସନ ଭଡା ନେଉଛନ୍ତି । ଆଦର୍ଶ ଶିକ୍ଷକ ପିଲାଙ୍କୁ କହନ୍ତି ଅନ୍ୟ ଶିକ୍ଷକମାନେ ଆଦର୍ଶ ପାଠ ପଢାଇ ପାରିବେ ନାହିଁ । ଏହା ମଧ୍ୟ ସୁଣିବାକୁ ମିଳୁଛି ଯେ ଆଦର୍ଶ ବିଜ୍ଞାନ ଶିକ୍ଷକ ତାଙ୍କ ପାଖରେ ପଢୁଥିବା ପିିଲାଙ୍କୁ ପରିକ୍ଷାରେ କଣ କଣ ପଡବ ସେ ପିଲାଙ୍କୁ ଜଣାଇ ଦିଅନ୍ତି । ପିଲେ ସେଥିଯୋଗୁ ଅଧିକ ଟ୍ୟୁସନ୍ ଭଡା ଦେଇ ପିଲାମାନେ ସେହି ଶିକ୍ଷକ ପାଖକୁ ଟ୍ୟୁସନ ପାଇଁ ଯାଆନ୍ତି । ଅଞ୍ଚଳର ପିଲାମାନେ ଅନ୍ୟ ଶିକ୍ଷକ ବଦଳରେ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଉପରେ ବେଶୀ ନିଭରକରନ୍ତି ।ଏହି ବିଷୟ ନେଇ ବିଭିନ୍ନ ଖବର କାଗଜ ପ୍ରକାଶ ପାଇଲେ ମଧ୍ୟ ବିଜ୍ଞାନ ଶିକ୍ଷକ ଉପରେ କୌଣସି ପ୍ରଭାବ ପଡୁନାହିଁ । କାହିଁକି ନା ବିଭାଗ୍ୟ ଅଧିକାରୀମାନେ ଆଦର୍ଶ ବିଜ୍ଞାନ ଶିକ୍ଷକ ଉପରେ କୌଣସି କାର୍ଯ୍ୟ ଅନୁଷ୍ଠାନ ନ ନେବାର କରଣରୁ । ଏଥିପ୍ରତି ଶିକ୍ଷା ବିଭାଗର ସଚିବ ଓ ମନ୍ତ୍ରୀ ଧନ୍ୟଦେଇ ଆଦର୍ଶ ବିଜ୍ଞାନ ଶିକ୍ଷକ ଟ୍ୟୁସନ କରୁଥିବା ଶିକ୍ଷକ ମାନଙ୍କୁ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣଣ କରିବାକୀ ଦାବି ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

March 20, 2026
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

March 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version