ଓଡିଶା ତାଜା ନ୍ୟୁଜ୍ (୧୦ ଜୁନ୍ ବୁଧବାର ) ଭୁବନେଶ୍ୱର :- ଉଚ୍ଚ ସଂକ୍ରମଣ ମାମଲା ଥିବା ଏହି ଜିଲ୍ଳାଗୁଡ଼ିକ ମହାରାଷ୍ଟ୍ର, (୭ ଜିଲ୍ଲା/ ପୌରପାଳିକା), ତେଲେଙ୍ଗାନା (୪), ତାମିଲନାଡ଼ୁ (୭), ରାଜସ୍ଥାନ (୫), ଆସାମ (୬), ହରିୟାଣା (୪), ଗୁଜରାଟ (୩), କର୍ଣ୍ଣାଟକ (୪), ଉତ୍ତରାଖଣ୍ଡ (୩), ମଧ୍ୟପ୍ରଦେଶ (୫), ପଶ୍ଚିମବଙ୍ଗ (୩), ଦିଲ୍ଲୀ (୩), ବିହାର (୪), ଉତ୍ତରପ୍ରଦେଶ (୪) ଏବଂ ଓଡ଼ିଶା (୫)ରେ ରହିଛି । ଉଲ୍ଲେଖଯୋଗ୍ୟ ଲଗାତାର ୭ ଦିନ ଧରି ଭାରତରେ ସଂକ୍ରମଣ ମାମଲା ବଢ଼ି ଚାଲିଛି ।
୩ ଜଣିଆ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ଟିମ୍ ତଥା ୨ ଜନସ୍ବାସ୍ଥ୍ୟ ବିଶେଷଜ୍ଞ/ ମହମାରୀ ରୋଗ ବିଶେଷଜ୍ଞ ଏବଂ ଜଣେ ବରିଷ୍ଠ ଯୁଗ୍ମ ସଚିବସ୍ତରୀୟ ନୋଡାଲ୍ ଅଫିସର କରୋନା ମୁକାବିଲା ଦିଗରେ ସହଯୋଗ କରିବେ । ଏହି ଟିମ୍ ସିଧାସଳଖ ସ୍ବାସ୍ଥ୍ୟକେନ୍ଦ୍ର ବୁଲିବେ ଏବଂ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ମଧ୍ୟ ସହଯୋଗ କରିବେ ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com