ଓଡିଶା ତାଜା ନ୍ୟୁଜ୍ (୧୦ ଜୁନ୍ ବୁଧବାର ) ନୟାଗଡ :- ନୟାଗଡ ଜିଲ୍ଲା ରୁ ଆଉ 4ଟି କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏଠାକାର ଜିଲ୍ଲାପାଳ ଡା. ପୋମା ଟୁଡୁ ମଧ୍ୟଖଣ୍ଡର ମହାନ୍ତିସାହି, ଶାସନସାହି, ପାଟଣା ସାହିକୁ କଣ୍ଟନମେଣ୍ଟ ଜୋନ ରେ ଅନ୍ତର୍ଭୁକ୍ତ କରିଛନ୍ତି । ସେହିପରି ବଡ଼ସାହି, ଡ଼ିମିରିସାହି,କାଇମାସାହି କୁ ବଫର ଜୋନ ଅନ୍ତର୍ଭୁକ୍ତ କରିଛନ୍ତି । (ରିପୋର୍ଟ :- ରାମକୃଷ୍ଣ ରଥ )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com