ରାଜସ୍ୱ ଗ୍ରାମକୁ ହଟାଇ ଥିବାରୁ ପୁର୍ନବାର ରାଜସ୍ୱ ଗ୍ରାମର ମାନ୍ୟତା ଦେଇ ୧ ନଂ ଭୋଟର ତାଲିକାରେ ଅନୁର୍ଭୁକ୍ତ କରିବା ସହ ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସନ୍ତେଇପୁଟ ଗ୍ରାମକୁ ରାଜସ୍ୱ ଗ୍ରାମ ଥିବା ବେଳେ ଏହାର ଅଧିନରେ ଅମଳାଭଟା ଓ ପୁରୁଣାଗୁଡା ଗ୍ରାମ ସହ କିଛି ଛୋଟବଡ ଗାଁ ରହିଛି ।ଗତ ୨୦୧୯ ମସିହାରେ ଭୋଟର ତାଲିକାକୁ ୧ ନଂ ରୁ ଉଚ୍ଛେଦ କରି ୨ ନଂ କରାଗଲା ।ତେଣୁ ଅମଳାଭଟା ଠାରୁ ପୁଣିଥରେ ସନ୍ତେଇପୁଟକୁ ରାଜସ୍ୱ ଗ୍ରାମ ହିସାବରେ ନେଇ ୧ ନଂ ଭୋଟର ତାଲିକାରେ ଅନୁଭୁକ୍ତ କଲେ ଛୋଟବଡ ଗ୍ରାମର ଉପକୃତ ହୋଇପାରିବେ ବୋଲି କହିଛନ୍ତି ଗ୍ରାମବାସୀ ।ଯଦି ଏହାର ସମାଧାନ ଆଗାମୀ ଦିନରେ ପ୍ରଶାସନ ସମାଧାନ ନ କଲେ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ।

© 2023 Odisha Taza News.