ପୋଲିସ ର ସନ୍ଦେହ ଅନୁସାରେ ଡକାୟତି ଗ୍ୟାଙ୍ଗ ଉପରେ ଚଢ଼ାଉ କରି ଚୋରି ହୋଇଥିବା ଲେନୋଭୋ ଲାପଟପ୍ ସହିତ ୧୦୦୦ ଟଙ୍କା ଜବତ କରାଯାଇଛି । ପୋଲିସ ଉକ୍ତ ଚୋର କୁ ବାଲୁଗାଁ ଥାନା ଅନ୍ତର୍ଗତ ବନାପୁର ଅଞ୍ଚଳରୁ ଗିରଫ କରିବା ସହ ଚୋରି ସାମଗ୍ରୀ କୁ ଜବତ କରିଥିଲା ତେବେ ଏଠି
ସୂଚନା ଥାଉ କି ତଦନ୍ତରେ ବାଧାଚ୍ୟୁତ ହେବାର ଆଶଙ୍କା ରଖି ପୋଲିସ ପକ୍ଷରୁ ଚୋରର ନାମ ପ୍ରକାଶ କରାଯାଇନାହିଁ । ଉକ୍ତ ଚୋର କୁ କୋର୍ଟ ଚାଲାଣ କରାଯିବା ପରେ ଅଭିଯୋଗକାରୀ ଙ୍କୁ ଉକ୍ତ ଜବତ ସାମଗ୍ରୀ ଫେରାଇ ଦିଆଯାଇଛି ବୋଲି ଥାନାଧିକାରୀ ରଶ୍ମି ରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି ।

© 2023 Odisha Taza News.