ଶେଷରେ ଉଦ୍ଧାର ପାଇଁ କେହି ନ ଆସିବାରୁ ସ୍ଥାନୀୟ ଲୋକେ ଏବଂ ସଦର ଥାନା ଅଧିକାରୀ ଟିମ୍ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଶବ ଵେବଛେଦ ପାଇଁ ଫୁଲବାଣୀ ଆଣି ସାରି ଶେଷ କୃତ୍ୟ ସଂପନ୍ନ କେହି ଆସିନଥିଲେ ସଦର ଥାନା ଅଧିକାରୀ ଏବଂ ଗ୍ରାମ ବାସି ଟିମ୍ ହ୍ୟୁମାନିଟି କନ୍ଧମାଳ କୁ ସହଯୋଗ ମାଗିଥିଲେ ।
ଏଭଳି ଏକ ଅଭାବନୀୟ ପରିସ୍ଥିତି କୁ ବୁଝିବା ପରେ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ରାଜୀବ ନେତ୍ର ପଟ୍ଟନାୟକ, ଅନୁପ ବିକ୍ରମ ପାତ୍ର,ଅରବିନ୍ଦ ବେହେରା, ରବୀନ୍ଦ୍ର ମହାରଣା, ସମସ୍ତ ପ୍ରସ୍ତୁତି କରି ନିକଟସ୍ଥ ସ୍ମଶାନକୁ ନେଇ ହିନ୍ଦୁ ରୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରି ଫେରିଥିଲେ । ଅସହାୟ ର ସାହା ଟିମ ହ୍ୟୁମାନୀଟି ର ଏହି ମହାନ କାର୍ଯ୍ୟ ପାଇଁ ଅଞ୍ଚଳ ବାସି ସାଧୁବାଦ ଜଣେଇବା ସହ ଧନ୍ୟବାଦ ଦେଇଛନ୍ତି !

© 2023 Odisha Taza News.