ସିଦ୍ଧ ରାମଚଣ୍ଡୀ ସେବକ ସଂଘ ର ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଂଧ୍ୟାରେ ମକରମେଳା ଅନୁଷ୍ଠିତ ହୋଇଥିଲା । ଦିନିକିଆ ମକରମେଳା ନିମନ୍ତେ ବହୁ ଉଠା ଦୋକାନୀ ପସରା ମେଲିଥିଲେ । ଅନୁରୂପ ଭାବେ ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ୱର ମନ୍ଦିର, ବାବା କାଶୀ ବିଶ୍ୱନାଥ ମନ୍ଦିର (ଛତାମଠ), ଜଗନ୍ନାଥ ମନ୍ଦିର, ବାଟ ତାରିଣୀ, ବାଟ ମଙ୍ଗଳା, ପାଲାମଣ୍ଡପ ସ୍ଥିତ ହନୁମାନ ମନ୍ଦିର,ମା ବଣିଜାରୀ, ଅରାସାହି ସ୍ଥିତ ସିଦ୍ଧ ରାମଚଣ୍ଡୀ ଙ୍କ ପୀଠରେ ଶହସ୍ରାଧିକ ଭକ୍ତ ଙ୍କ ଉପସ୍ଥିତିରେ ମହାସମାରୋହରେ ମକରମେଳା ଅନୁଷ୍ଠିତ ହୋଇଯାଇଛି ।

© 2023 Odisha Taza News.