
ଓଡିଶା ତାଜା ନ୍ୟୁଜ୍ (୯ ଜୁନ୍ ମଙ୍ଗଳବାର) ବରୀ :- ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆରଙ୍ଗାବାଦ ଗ୍ରାମପଞ୍ଚୟତର ଆମ ଗାଁ ଆମ ବିକାଶ ଗୃହ ର ଶୁଭ ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ।
ଏହି ସମୟରେ ବରୀ ବ୍ଲକ ବିଜୁ ଜନତା ଦଳର ଚାଣକ୍ୟ ତଥା ମାର୍ଗଦର୍ଶକ ବରିଷ୍ଟ ନେତା ଶ୍ରୀ ଦେବେନ୍ଦ୍ର ଦାସ, ବରୀ ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀ କେଦାର ସାମଲ, ବରୀ ବ୍ଲକ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ସଦିଚ୍ଛା ପ୍ରସାଦ ସାମଲ,ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ବିଧାୟିକା ଶ୍ରୀମତୀ ଦାସ ଲୋକ ମାନଙ୍କ ସମସ୍ୟା ଉପରେ ଆଲୋଚନା କଲେ ଓ ବରୀ ର ବିକାଶ ରେ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଲେ । (ବରୀ -ରିପୋର୍ଟର – ଅଭିଳାଷ ଦାସ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com















