ବୈଠକରେ ରାଜ୍ୟ ବିହନ ନିଗମର ଅଧକ୍ଷ ବିଜୟ ନାୟକ, ମହିଳା ସଭାନେତ୍ରୀ ପୁନମ କହଁର, ଖଜୁରୀପଡା ବ୍ଲକ ଚେୟାରମ୍ୟାନ ସୁଶ୍ରୀ ଅନିମା କହଁର , ବିଧାୟକ ଅଙ୍ଗଦ କହଁର , ଜିଲା ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଳିକ, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ରହି ଚଳିତ ମାସ ୨୨ ତାରିଖରେ କନ୍ଧମାଳର ବିଜେଡି ପ୍ରତିଷ୍ଠା ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି ।

© 2023 Odisha Taza News.