ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହକିର ବିଭିନ୍ନ ଆକୃତିର ବ୍ୟାନର ଓ ପୋଷ୍ଟର ଧରି ମହାବିଦ୍ୟାଳୟ ଠାରୁ ବାହାରି ବ୍ଲକ କାର୍ଯାଳୟ ପର୍ଯ୍ୟନ୍ତ ସ୍ଲୋଗାନ ଦେଇ ଶୋଭାଯାତ୍ରା କରିଥିଲେ | ଶୋଭାଯାତ୍ରା ସମୟରେ ଛାତ୍ର, ଛାତ୍ରୀ ମାନେ ସର୍ବ ସାଧାରଣଙ୍କୁ ହକିର ଗୁରୁତ୍ୱ ସମ୍ପର୍କରେ ସଚେତନତା କରିଥିଲେ | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି ଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ଯାପିକା ଓ କର୍ମଚାରୀ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ମଧ୍ୟରେ ବିପୁଳ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିଲା ।

© 2023 Odisha Taza News.