ଅତିଥି ଭାବେ ଜିଲ୍ଲା ସମ୍ପାଦକ ମନୋଜ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ,ବାଲୁଗାଁ ଏନଏସି ଅଧକ୍ଷା ସୁକାନ୍ତି ପାଇକରାୟ,ଉପାଧ୍ୟାକ୍ଷ ଭଗବାନ ପ୍ରଧାନ,ସଭାପତି ଜୟନ୍ତ ସ୍ୱାଇଁ,ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ ପ୍ରମୁଖ ଉତ୍କଳ ପାଇକରାୟ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପପ୍ରଜ୍ବଳନ କରିଥିଲେ l ମୁଖ୍ୟ ବ୍ୟକ୍ତା ତାଙ୍କ ବିବୃତିରେ କହିଥିଲେ କୌଣସି ନେତାଙ୍କୁ ଟାରର୍ଗେଟ କରି ଚିଲିକା ନିର୍ବାଚନମଣ୍ଡଳୀରେ ବିଜୁ ଜନତାଦଳ କୁ ଯିଏ ଖଣ୍ଡ ବିଖଣ୍ଡିତ କରୁଛି ସେ ଦୁର୍ଯ୍ୟୋଧନ ବଧ ହେବ ଖୁବ ଅଳ୍ପ ଦିନ ମଧ୍ୟ୍ୟରେ,
ଢୋଲ ଭିତରେ ମୂଷାକୁ ଧରିବାପାଇଁ ଦନ୍ତା ବସିଛି ସେ ମୂଷା ଦନ୍ତା ଭିତରେ ନିଶ୍ଚିତ ପଡିବ, ତାଙ୍କ ପ୍ରତି ଦଳ ଦୃଢକାର୍ଯ୍ୟାନୁଷ୍ଠାନ ନେବ ଓ ଅନ୍ୟ ଅତିଥି ମାନେ ଅଭିଭାଷଣରେ ମହିଳା ସଶକ୍ତିକରଣ ଓ ଉର୍ନତି, ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ,ତୃଣମୂଳ ସ୍ତରରୁ ସଂଗଠନ କୁ କିପରି ମଜଭୁତ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇ ଥିଲେ l ଉକ୍ତ ସଭାରେ ଜିଲ୍ଲାପରିଷଦ ଉପାଦକ୍ଷ୍ୟ ଗୋପୀନାଥ ମହାରଣା ସଭାପତିତ୍ୱ କରିଥିଲେ l ଏହି ସମାରୋହରେ ନିର୍ବାଚନ ମଣ୍ଡଳୀର ସମସ୍ତ ନିର୍ବାଚିତ ଜନପ୍ରତିନିଧି,ପଞ୍ଚାୟତ ସଭାପତି,ମହିଳା ଯୁବ ଛାତ୍ର ଗାର୍ଲସ ଉଇଙ୍ଗ ତଥା ତୃଣ ମୂଳ ସ୍ତରର .

© 2023 Odisha Taza News.