ଓଡିଶାତାଜା ନ୍ୟୁଜ୍ (୦୮ ଜୁନ୍ ସୋମବାର) କଙ୍କଡ଼ାହାଡ଼ :- ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ଆଜି ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ, ବିରାଶାଳ ଏୟାଷ୍ଟ୍ରିପ୍ରେ ପାଇଲଟ୍ ଟ୍ରେନିଂ ଚାଲିଥିବାେବେଳ ଆଜି ଏହି ଦୁର୍ଘଟଣା ହୋଇଛି । ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟ୍ଙ୍କ ମୃତ୍ୟୁ ହୋଇଛି ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com