ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର, ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ଉଦଘାଟନ କରିଥିବାବେଲେ ପାଟଣାଗଡ, ବେଳପଡା , ଖପ୍ରାଖୋଲ ତିନବ୍ଲକର ତସିଲଦାର ଏନଏସି କାର୍ଯ୍ୟନିର୍ବାହିଅଧିକାରି ଓ ଉପାଦକ୍ଷ ପ୍ରଫୁଲ୍ଲ କୁମାର ମେହେର ଉପସ୍ଥିତରହି ତାଙ୍କର ନିଜ ନିଜ ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନିୟ କଳେଜ ଛାତ୍ରଛାତ୍ରୀ ଓ ଜୁବକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଳଥିଳେ ।


© 2023 Odisha Taza News.