୦୧ ଜାନୁଆରୀ 2023,ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ରାଜସୁନାଖଳା :- ରାଜସୁନାଖଳା ଗ୍ରାମପଞ୍ଚାୟତ ଅଧୀନ ନୃସିଂହପୁର ଟାଙ୍ଗୀସାହି ରେ ଅବସ୍ଥିତ କରିଥିବା ବାବା ଅମୃତଶ୍ୱର ଙ୍କ ମନ୍ଦିର ରୁ ଗତକାଲି ଚୋରି ହୋଇଛି | ମିଳିଥିବା ସୂଚନା ଅନୁସାରେ ଗତ କାଲି ପୂଜାରୀ ପୂଜା ସାରି ଫେରିଥିଲେ ମାତ୍ର ଆଜି ସକାଳୁ ପୂଜା କରିବାପାଇଁ ଯିବାବେଳେ ଦେଖିବାକୁ ପାଇଥିଲେ କି ମନ୍ଦିର ରେ ଥିବା ସମସ୍ତ ତାଲା ଭାଙ୍ଗି କେହି ଦୁର୍ବୁତ୍ତ ସମସ୍ତ ତାଲା ଭାଙ୍ଗି ଠାକୁର ଙ୍କର ବିଜେ ପ୍ରତିମା,ଦୁଇଟି ସୁନା କିରିଟି,
ରୁପା ର ନାଗ ମୂର୍ତ୍ତି କେହି ଦୁର୍ବୁତ୍ତ ଚୋରି କରି ନେଇଯାଇଛି | ଏଥିନେଇ ମନ୍ଦିର ପୂଜାରୀ ଅମ୍ବିକା ରଣା ରାଜସୁନାଖଳା ପୋଲିସ ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରିଛନ୍ତି | ଅନ୍ୟ ପଟେ ରାଜସୁନାଖଳା ଅଞ୍ଚଳ ରେ ବ୍ୟାପକ ଧଳା ଜହର (ବ୍ରାଉନ ସୁଗାର ) ନିଶା ଖାଈ ବହୁ ଯୁବ ପିଢ଼ି ନିଜର ଭବିଷ୍ୟତ କୁ ନଷ୍ଟ କରିଦେଉଛନ୍ତି ,

© 2023 Odisha Taza News.