୦୧ ଜାନୁଆରୀ 2023,ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଗୋପାଳପୁର :- ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମର ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଗତ କାଲି ଅନୁଷ୍ଠିତ ହୋଇଯାଇଥିଲା । ପ୍ରତିଯୋଗିତା ଦୀର୍ଘ ୧୨ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଅଛି ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବର୍ଗତ ପ୍ରଫୁଲ୍ଲ ବ୍ୟୋମକେଶ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏହି ଫୁଟୁବଲ୍ ମ୍ୟାଚ୍ ର ନିରାଡମ୍ବର ଅୟୋଜନ ହୋଇଥିଲା । ତେବେ ଫାଇନାଲ ମ୍ୟାଚ୍ ଟି ଖୋର୍ଦ୍ଧା ଓ ପୁରୀ ମଧ୍ୟରେ ଖେଳା ଯାଇଥିଲା ।
ପୁରୀ ସ୍ପୋଟସ୍ ଟିମ୍ ୧-୦ ଗୋଲ ରେ ଖୋର୍ଦ୍ଧା ସ୍ପୋର୍ଟସ ଟିମ୍ କୁ ହରାଇ ଫାଇଲାନ ମ୍ୟାଚ୍ ରେ ବିଜୟୀ ଲାଭ କରିଥିଲା । ବେଷ୍ଟ ଗୋଲ କିପର୍ ପୁରୀ ଟିମର ଖେଳାଳୀଙ୍କୁ ମିଳିଥିବା ବେଳେ ଖୋର୍ଦ୍ଧା ଟିମ୍ ର ୧୫ ନମ୍ବର ଖେଳାଳୀ ଙ୍କୁ
ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଲେଖ ପହି, ବରିଷ୍ଟ ସମାଜସେବୀ ବିଭୁପ୍ରସାଦ ମିଶ୍ର, ସଚ୍ଚିକାନ୍ତ ଶଧଙ୍ଗୀ ପୂର୍ବତନ ସରପଂଚ ରାଜ ସୁନାଖଳା , ଆଇନଜୀବୀ ଶ୍ରୀମତୀ କ୍ରୀଷ୍ଣା ଦାସ, 

© 2023 Odisha Taza News.