• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କୋରାଇ ଆଦର୍ଶ ବିଦ୍ୟାଳୟ : ହଷ୍ଟେଲ ନାହିଁକି ପାଠ୍ୟ ପୁସ୍ତକ ଯୋଗାଇ ପାରୁନାହାଁନ୍ତି ସରକାର ବହି ଅଦଳ ବଦଳରେ ଚାଲିଛି ଆଦର୍ଶ ବିଦ୍ୟାଳୟ ପାଠପଢା ; ଅଭିଭାବକ ମହଲରେ ଅସନ୍ତୋଷ

Proprietor Abhimanyu Maharana by Proprietor Abhimanyu Maharana
June 8, 2020
in Uncategorized, ଓଡ଼ିଶା, ହୋମ୍
0
କୋରାଇ ଆଦର୍ଶ ବିଦ୍ୟାଳୟ : ହଷ୍ଟେଲ ନାହିଁକି ପାଠ୍ୟ ପୁସ୍ତକ ଯୋଗାଇ ପାରୁନାହାଁନ୍ତି ସରକାର ବହି ଅଦଳ ବଦଳରେ ଚାଲିଛି ଆଦର୍ଶ ବିଦ୍ୟାଳୟ ପାଠପଢା ; ଅଭିଭାବକ ମହଲରେ ଅସନ୍ତୋଷ
Share on FacebookShare on TwitterWhatsapp

ଓଡିଶାତାଜା ନ୍ୟୁଜ୍ (୭ ଜୁନ ଶୁକ୍ରବାର) କୋରାଇ :- ଗ୍ରାମାଂଚଳର ଗରିବ ମେଧାବୀ ପିଲାଙ୍କୁ ଇଂରାଜୀ ମାଧ୍ୟମଶିକ୍ଷ ଅଧ୍ୟୟନ ପାଇଁରାଜ୍ୟ ସରକାର ସ୍ଥାପନ କରିଛନ୍ତି ଆଦର୍ଶ ବିଦ୍ୟାଳୟ । ଏଥିପାଇଁ ପ୍ରତ୍ୟେକ ବ୍ଲକସ୍ତରରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି । ଏହି ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀ ଦ୍ୱାଦଶ ଯାଏ ପାଠ ପଢା ଯାଏ । ଏହି ବିଦ୍ୟାଳୟରେ ପଢିବା ନିମନ୍ତେ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ପିଲାଙ୍କୁ ଗ୍ରହଣ କରାଯାଏ । ପ୍ରତ୍ୟେକ ଶ୍ରେଣୀରେ ୨ଟି ସେକସନ ପାଇଁ ୮୦ଜଣ ଉତୀର୍ଣ୍ଣ ପିଲାମନଙ୍କୁ ପଢାଯାଇଥାଏ । ୬ଷ୍ଠରୁ ୮ମ ଯାଏସବୁପିଲା ଓ ୯ମ, ୧୦ମ ଶ୍ରେଣୀର ଆଦିବାସୀ ଓ ଦଳିତ ବର୍ଗର ପିଲାଙ୍କୁ ସରକାର ସିବିଏସଇ ପାଟର୍ଣ୍ଣର ସମସ୍ତ ପାଠ୍ୟ ପୁସ୍ତକ ମାଗଣା ରେ ଯୋଗାଇ ଥାନ୍ତି ।

ପ୍ରତିବର୍ଷଏପ୍ରିଲ ୧ରୁ ଶିକ୍ଷାବର୍ଷ ଆରମ୍ଭ ହୋଇ ଥିଲା ବେଳେ କୋରାଇ ବ୍ଲକର ବେଗନାଠାରେ ଥିବା ‘ଓଡିଶା ଆଦର୍ଶ ବିଦ୍ୟାଳୟ’କୁ ସରକାରଙ୍କ ପକ୍ଷରୁ ମିଳିନି କୌଣସି ପାଠ୍ୟପୁସ୍ତକ । ବିଦ୍ୟାଳୟ ପକ୍ଷରୁ ୬ଷ୍ଠରୁ ୯ମଯାଏ ପାସ ପାଲାଙ୍କ ଠାରୁ ପୁସ୍ତକ ଆଣି ପ୍ରମୋସନ ପାଇଥିବା ୬ଷ୍ଠରୁ ୯ମପିଲାଙ୍କୁ ବହି ଦିଆଯାଇଛି । ଏପରି ଅଦଳବଦଳ କରି ପିଲାଙ୍କୁ ବହି ଯୋଗଯାଉଥିବ ଆଦର୍ଶ ବିଦ୍ୟାଳୟର ଆଦର୍ଶରେ ଆଂଚ ଆସୁଛି ବୋଲି କେତେକ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ କୋରାଇ ର ବେଗନାସ୍ଥିତ ‘ଓଡିଶା ଆଦର୍ଶ ବିଦ୍ୟାଳୟ’ରେ ୬ଷ୍ଠରୁ ୧୦ ଯାଏ ଶ୍ରେଣୀ ରହିଛି । ଏଥିରେ ଦୁଇଟି ସେକସନରେ ୮୦ଜଣ ଲେଖାଏଁ ଶିକ୍ଷା ଅଧ୍ୟୟନର ନିୟମରହିଛି । ଏଠାରେ ଇଂରାଜୀ ମାଧ୍ୟମର ସିବିଏସିଇ ପାଟର୍ଣ୍ଣର ସିଲାବସ ଅନୁଯାୟୀ ପଢାଯାଉଛି ।

ସିଲାବସ ଅନୁଯାଇ ସମସ୍ତ ପାଠ୍ୟ ପୁସ୍ତକ ସମେତ ଖାତା, ପୋଷାକ, ଜୋତା, ମୌଜା ଆଦି ସରକାର ସବୁ ମାଗଣାରେ ଶିକ୍ଷାବର୍ଷ ଆରମ୍ଭ ରୁ ହିଁ ବିଦ୍ୟାର୍ଥୀଙ୍କୁ ଯୋଗାଇ ଦେଇଥାନ୍ତି । ଏପ୍ରିଲ ୧ରୁ ଶିକ୍ଷାବର୍ଷ ଆରମ୍ଭ ହୋଇ ଥିଲାବେଳେ ଏବେ ଆସିଜୁନ ମାସହେଲା ; ହେଲେ କୋରାଇ ର ଓଡିଶା ଆଦର୍ଶ ବିଦ୍ୟାଳୟକୁ ପାଠ୍ୟ ପୁସ୍ତମଳିଲାନି । ଏଥିମଧ୍ୟରେ ପାଠପଢା ୨ମାସ ଅତିବାହିତ ହୋଇ ଯାଇଥିବାରୁ ଛାତ୍ରଭିଭାବକମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି କ୍ରମକରେ ଉତୀର୍ଣ୍ଣ ହୋଇଥିବା ୭ମ, ୮ମ ,୯ମ , ୧୦ମ ପିଲାଙ୍କଠାରୁ ପୁରୁଣା ବହିମଗାଇ ବିଦ୍ୟାଳୟର ନୂତନ ଶ୍ରେଣୀରେ ପଢିବାକୁ ଥିବା ଛାତ୍ରା ଭିଭାବକଙ୍କୁ ବିଦ୍ୟାଳୟ କୁଡାକି ବହି ବଂଟନ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ମହାମାରୀ କରୋନା ଲାଗି ପିଲାମାନେ ବିଦ୍ୟାଳୟକୁ ନଆସି ସେମାନଙ୍କ ଘରକୁ ଯାଇ ଶିକ୍ଷକମାନେ ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

ହେଲେଏହି ଆଦର୍ଶ ବିଦ୍ୟାଳୟରେ ନୂଆବହି ପ୍ରଦାନ କରାଯିବା ପରିବର୍ତେ ପୁରୁଣାବହି ଦେବାକୁ ଛାତ୍ରା ଭିଭାବକଙ୍କୁ ବିଦ୍ୟାଳୟ କୁଡାକିବଂଟନ କରାଯାଇଛି । ଘଟଣା କୁ କେତେକ ଅଭାଭବକ ନାପସନ୍ଦ କରିଥିଲା ବେଳେ ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଯୋଜନା ସଠିକଭାବେ ପରିଚାଳିତ ହୋଇ ପାରୁନଥିବା ଏହିଘଟଣାରୁ ହିଁ ସୂଚିତହେଉଛି । ଅନ୍ୟ ପକ୍ଷରେ ଆଦର୍ଶ ବିଦ୍ୟାଳୟରେ ପିଲାମାନେ ମାଗଣା ରେ ହଷ୍ଟେଲରେ ରହି ପାଠ ପଢିବାର ବ୍ୟବସ୍ଥା କରାଯାଇଛି । ହେଲେ କୋରଇର ଓଡିଶା ଆଦର୍ଶ ବିଦ୍ୟାଳୟ ୪ବର୍ଷ ହେଲା ସ୍ଥାପିତହୋଇ ଥିଲେ ହେଁ ଏଠାରେ ହଷ୍ଟେଲର ସୁବିଧା ନିାହିଁ । ଯାହାଫଳ ରେ ବ୍ଳକ ରବହୁ ଦୂରଦୂରାନ୍ତରୁ ପିଲାମାନେ ନିୟମିତ ଆସି ପାଠ ପଢିବାବହୁବ୍ୟୟ ସାପେକ୍ଷହୋଇ ପଡୁଛି । ଯାହାଫଳରେ ଗରିବମେଧାବୀ ପିଲାଙ୍କ ପକ୍ଷରେ ସମ୍ଭବହୋଇ ପାରୁନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଁଛି ।

ଏନେଇ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷିତିଶକୁମାର ପଣ୍ଡାଙ୍କୁ ପଚାରିବାରୁ ଆମ ଜିଲାଲକଡାଉନର ରେ ଡଜୋନ ହୋଇ ଥିବାରୁ ଆମକୁ ବହି ଯୋଗାଇ ବାକୁଥିବା ଠିକାସଂସ୍ଥା ଭୁବନେଶ୍ୱରର ଶ୍ରୀରମବୁକ୍ସଷ୍ଟୋର ଅଦ୍ୟାବଧି ବହିଯୋଗାଇ ପାରିଲା ନାହିଁ; ଫଳରେ ପିଲାଙ୍କ ପଠା ରେବ୍ୟାଘାତ ନହେବା ପାଇଁ ଆମେ ଆମ ପୁରୁଣା ପିଲାଙ୍କ ଠୁ ବହିମାଗିଆଣି ନୂ ଆଶ୍ରେଣୀର ପିଲାଙ୍କୁ ଦେଇଛୁ । ପୁଣିବହିଆସିଲେ ନୂଆ ବହି ସେମାନଙ୍କୁ ଦିଆ ଯିବ ବୋଲି କହିବାସ ହଚଳିତବର୍ଷ ୧୦ଶ୍ରେଣୀ ଖୋଲିଥିବାରୁ ପ୍ରଥମ ପର୍ଯ୍ୟାୟରେ ବାଳିକାମାନଙ୍କ ପାଇଁହଷ୍ଟେଲ ଖୋଲାଯିବାର ସମ୍ଭବନା ରହିଥିବା କଥା ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଅଧ୍ୟକ୍ଷଶ୍ରୀ ପଣ୍ଡା । (କୋରାଇରୁ – ରଶ୍ମିରେଖାମଲ୍ଲିକଙ୍କ ରିପୋର୍ଟ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ

September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬

ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬

September 7, 2026
ସରେଇକେଲା ବୁଢ଼ୀ ମାଁ ମନ୍ଦିର ସମ୍ମୁଖରେ ସଡ଼କ ଦୁର୍ଘଟଣାର ସିରିଜ୍ ଥମିବାର ନାଁ ନେଉନାହିଁ

ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ

September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା

ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା

September 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ

September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬

ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬

September 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version