No Result
View All Result
୨୭ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ମେଗା କ୍ରୀଡା ଉତ୍ସବ ଓ ବଂଶଧାରା କପ୍ ଉଦ୍ ଘାଟନ ସମାରୋହ 2022-2023 ହେବାକୁ ଯାଉଥିବା ଷ୍ଟେଟ୍ ଲେବେଲ୍ କ୍ରିକେଟ୍ ଟର୍ଣ୍ଣାମେଟ୍ । ରାୟଗଡା ଜିଲ୍ଲା ଏବଂ ବାଲେଶୂର୍ ଜିଲ୍ଲା ମିଳିତ ଆନୁକୂଲ୍ୟରେ ପ୍ରତିଯୋଗିତା ହୋଇଛି । ରାୟଗଡା ଜିଲ୍ଲା କ୍ୟାଫଟେନ୍ ଶ୍ରୀ-ଅଂଶମାନ୍ ପଟ୍ଟନାୟକ(ପଫୁ ଭାଇ) ଥିବାବେଳେ ତାଙ୍କ ସହ ବୃନ୍ଦ:-ଅଭିଜିତ୍ ନାଡି,ଚନ୍ଦନ ଗୌଡ,ଦିରାଜ୍ କୁମାର କାଡାଗାଲା ଚାନ୍ଦୁ,କିରୋନ୍ ପାଣିଗ୍ରାହି,ନରେଶ ପ୍ରିଶିକା, ରୋନାଲଡ୍ ଆର ବି ସିଂ,ଶ୍ରାବଣ ଗୁନ୍ଧା,ସୁନିଲ୍ ମହୋକଳୋ,ଉପମା ଶଙ୍କର ସାହୁ,ମିଲ୍ କାଡ୍ରାକା,ଚିନ୍ ମହି ରଇତ,ସଞ୍ଜୟ କୁମାର୍ ପାତ୍ର, ସରୋଜ ପାପୁନ୍,ବିରାଟ୍ ରାଜ୍ କୁମାର୍ ଥିଲେ । ବାଲେଶୂର୍ ଜିଲ୍ଲା କ୍ୟାପ୍ଟେନ୍ ଶ୍ରୀ:-ରାଜିବ୍ ଲାନ୍ ସାହୁ, ଥିବାବେଳେ ତାଙ୍କ ସହ ବୃନ୍ଧ:-ଅରୁନ୍ କେ ରାଉତ୍,ଅଭିନାସ୍ କୁମାର୍,ଚନ୍ଦନ ପ୍ରଦାନ୍,ଗ୍ରାନାନ୍ଦ୍ର ପରିଡା,କିଶୋର ପ୍ରସାଦ,ନାଜ୍ରୁଲ୍ କାନ୍,ରାଚିନା ରାଜୁ,ସେକର୍ ମାଝୀ,ସୁବନ୍ କେ ନାୟକ,ସୁକାନ୍ତ ମହାନ୍ତି,ତଫସ୍ କେ ରାଉତ୍ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରେ ରାୟଗଡା ଜିଲ୍ଲା ଏବଂ ବାଲେଶ୍ବର ଜିଲ୍ଲା ମଧ୍ୟରେ ଟଚ୍ ଉଠାଇବା ସତ୍ବେ ସେଥି ମଧ୍ୟରୁ ବାଲେଶ୍ବର ଟଚ୍ ନେଇଛନ୍ତି ।ପ୍ରଥମ ବେଟ୍ସ୍ ମେନ୍ ବାଲେଶ୍ବର ଜିଲ୍ଲା ଖେଳିଥିବା ବେଳେ 30ଅଭରରେ 210ରୋନ୍ ହୋଇ ଆଲ୍ହାଟ୍ ହୋଇଛନ୍ତି । ଦ୍ବିତୀୟ ବେଟ୍ସ୍ ମେନ୍ ରାୟଗଡା ଜିଲ୍ଲା ଖେଳିଥିବା ବେଳେ 30ଅଭରରେ 178 ରୋନ୍ କରି ମାତ୍ରକେ ଗୋଟିଏ ୱିକେଟ୍ ରହିଥିବାର ଜଣା ପଡିଛି । ଏଥିରେ ଫଳାଫଳ ରହିଛି କି ରାୟଗଡା ଜିଲ୍ଲା ପରାସ୍ତ କରି ବାଲେଶ୍ବର ଜିଲ୍ଲା କ୍ରୀକେଟ୍ ଖେଳର ମୂଲ୍ୟ ବାହାର କରି ଆଜି 210 ରୋନରେ ବିଜୟୀ ଲାଭ କରିଛନ୍ତି । ଏଥିରେ ଗୁଣପୁର ପୌରପରିଷଦ ଶ୍ରୀ-ଶିବ ପ୍ରସାଦ ଗୌଡ ପ୍ରମୁଖ ରହିଥିଲେ । ରାୟଗଡା ଜିଲ୍ଲାରୁ ସିମନ୍ ଦଳବେହେରାଙ୍କ ରିପୋର୍ଟ ଓଡିଶା ତାଜା ନ୍ୟୁଜ୍ ।
No Result
View All Result