ଓଡିଶା ତାଜା ନ୍ୟୁଜ୍ (୭ ଜୁନ ଶୁକ୍ରବାର) ନୟାଗଡ :- ନୟାଗଡ ବ୍ଲକ ର କାଳିକା ପ୍ରସାଦ ପଂଚାୟତର ମାନପୁର ଗ୍ରାମ ର ଜନୈକ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ଫଳରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଉକ୍ତ ଗ୍ରାମକୁ କଣ୍ଟନମେଣ୍ଟ ଘୋଷଣା କରିବା ସହ ସମଗ୍ର କଳିକାପ୍ରସାଦ ପଂଚାୟତ କୁ ବାଫର ଜୋନ ଘୋଷଣା କରିଛନ୍ତି । ଏହା ଆଜି ସକାଳ 7ଘ. ରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଲାଗୁ ରହିବ । (ରିପୋର୍ଟ – ରାମକୃଷ୍ଣ ରଥ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com