<h4><img class="alignnone wp-image-94409" src="https://odishatazanews.com/wp-content/uploads/2022/12/balunga-2091-225x300.jpg" alt="" width="702" height="936" /><strong><span style="color: #ff0000;"><em>୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :-</em> </span>ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଥାନା ଅଞ୍ଚଳରେ ପୂର୍ବରୁ ବହୁ ମାତ୍ରାରେ ଏଟିଏମ କାର୍ଡ ଓ ମୋବାଇଲ ଫୋନ ଚୋରି ଅଭିଯୋଗ ହୋଇ ଆସୁଥିଲା l ବାଲୁଗାଁ ପୋଲିସ ସିସିଟିଭି ଫୁଟେଜ ଏବଂ ନିଜସ୍ୱ ତଦନ୍ତ ଆଧାରରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଶିବ ପ୍ରସାଦ ପଣ୍ଡା ଓରଫ(ଆଦିତ୍ୟ) l </strong><img class="alignnone wp-image-94411" src="https://odishatazanews.com/wp-content/uploads/2022/12/balunga-2093-169x300.jpg" alt="" width="705" height="1251" /><strong>ଅଭିଯୁକ୍ତଙ୍କ ନିକଟରୁ ଏକାଧିକ ଚୋରି ଏଟିଏମ କାର୍ଡ,ଚାରିଗୋଟି ଚୋରି ମୋବାଇଲ ଫୋନ, 9 ହଜାର 600 ଚୋରି ନଗଦ ଟଙ୍କା ଏବଂ ବ୍ୟବହାର କରୁଥିବା ଏକ ସ୍କୁଟିକୁ ମଧ୍ୟ ଜବତ କରିଛି ବାଲୁଗାଁ ପୋଲିସ l ଅଭିଯୁକ୍ତଙ୍କ ନାମରେ ଦୁଇଟି ପୃଥକ ପୃଥକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି l ଉକ୍ତ ଗ୍ୟାଙ୍ଗରେ ଅନ୍ୟମାନେ ସମ୍ପୃକ୍ତ ଥିବା ନେଇ ତଦନ୍ତ ଜାରି ରହିଛି ବୋଲି ବାଲୁଗାଁ ଆଇଆଇସି ରଶ୍ମି ରଞ୍ଜନ ଦାସ ସୂଚନା ଦେଇଛନ୍ତି l</strong><img class="alignnone wp-image-90333" src="https://odishatazanews.com/wp-content/uploads/2022/11/odisha-tazanewsbalugaon-Copy-300x75.jpg" alt="" width="616" height="154" /><img class="alignnone wp-image-94145" src="https://odishatazanews.com/wp-content/uploads/2022/12/pubushahi-300x183.jpg" alt="" width="620" height="378" /></h4>