ଦିନକୁଦିନ ମାନବ ଦ୍ବାରା ସଂରକ୍ଷିତ ଜଙ୍ଗଳ ଧ୍ଵଂସ, ଅବାଧ ପ୍ରାଣୀ ଶିକାର ଯୋଗୁଁ ପରିବେଶରେ ଆଗାମୀ ଦିନରେ ହେଉଥିବା ଉତଥାନ,ପତନ, ଅଦିନିଆ ବର୍ଷା, ଜଳାଭାବ ଓ ମରୁଡିରେ ପରିବର୍ତ୍ତନ ଭଳି ସମସ୍ୟାର ମୁକାବିଲା କରିବା ସହ ନୂତନ ଜଙ୍ଗଲ ସୃଷ୍ଟି ବାବଦରେ ନିଜର ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବନସୁରକ୍ଷା ସମିତିର ସଭାପତି,ଆନିମେଟର ଏବଂ କାଳିମେଳା ଵନାଞ୍ଚଳର ବହୁ ବନ କର୍ମଚାରୀ ଓ ସୃଷ୍ଟି ଏନଜିଓ ଟିମ୍ ଲିଡର ଶ୍ରୀନିବାସ ପାତ୍ର ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.