୨୨ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ଡଙ୍ଗୋସ୍କାଲ କୋମଳା ପୋଦର ଗ୍ରାମର ଜାନୁ ମାଡକାମି ବୟସ ୩୦ ସେ ପଡ଼ିଆ ବ୍ଲକ ସ୍ଥିତ ପର୍ଶନପାଲ୍ଲୀ ଠାରେ ଦୁର୍ଘଟଣା ଗ୍ରୋସ୍ତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ ପଡ଼ିଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରା ଯାଇଥିଲା । ତେବେ ତାଙ୍କୁ ସେଠୁ ମାଲକାନଗିରି ମୁଖ୍ୟ ଚିକିତ୍ସା୍ୟାଳୟ ସ୍ଥାନାନ୍ତରିତ କରାଗଲା । ତେବେ ଜାନୁ ମାଡକାମିଙ୍କ ଅବସ୍ଥା ଅନେକ ସୋଚନୀୟ ଥିବା ଦେଖି ମାଲକାନଗିରି ଜ଼ିଲ୍ଲା ବରିଷ୍ଠ ବିଜୁ ଜନତା ଦଳ ନେତା ତଥା ପୁର୍ବତନ ବିଧାୟକ ମାଲକାନଗିରି ଶ୍ରୀଯୁକ୍ତ ମାନସ ମାଡକାମି ଡାକ୍ତରଙ୍କ ସହ ଆଲୋଚନା କରି ଜାନୁଙ୍କ ଉତ୍ତମ ଚିକିତ୍ସା ନିମନ୍ତେ କୋରାପୁଟ ମେଡିକାଲ କଲେଜ କୁ ସ୍ଥାନତିରିତ କୋରାଇଥିଲେ | ଏହି ଅବସର ଶ୍ରୀ ମାଡକାମିଙ୍କ ସହଯୋଗୀ କେ. ରାହୁଲ ଓ ସତ୍ୟଜିତ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ |