No Result
View All Result
୨୦ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) କୁଡୁମୁଲୁଗୁମ୍ମା :- କୁଡୁମୁଲୁଗୁମ୍ମା ତହସିଲ କାର୍ଯ୍ୟାଳୟରେ ବ୍ରଜ ବିହାରୀ ପ୍ରଧାନ ନୂତନ ଅତିରିକ୍ତ ତହସିଲଦାର ଭାବେ ଯୋଗଦେଇଛନ୍ତି । ସେ ଏହା ପୂର୍ବରୁ କୋରାପୁଟ ଜିଲ୍ଲାର ଦଶମନ୍ତପୁର ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ତାଙ୍କୁ କୁଡୁମୁଲୁଗୁମ୍ମା ସାମ୍ବାଦିକମାନେ ଫୁଲତୋଡ଼ା ଦେଇ ସ୍ୱାଗତ ଜଣେଇଥିଲେ ।
ଏହି ଅବସରରେ କୁଡୁମୁଲୁଗୁମ୍ମା ତହସିଲଦାର ବିଜୟ କୁମାର ମାଣ୍ଡାଙ୍ଗି, ସାମ୍ବାଦିକ ଜ୍ୟୋତିରଞ୍ଜନ ବେହେରା, ହିମାଂଶୁ ଶେଖର ସ୍ବାଇଁ, ଭଗବାନ ସାହୁ, ପ୍ରଭାକର ସୁନା, ଗଣେଶ ଦାସ ଓ ଯୁଗଳ କିଶୋର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result