• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୋରାପୁଟ ଜିଲ୍ଲା ର ଜନ ସମସ୍ୟା କୁ ଜନ ଆନ୍ଦୋଳନର ରୂପ ଦେବା ପାଇଁ ଓଡ଼ିଶା ବଞ୍ଚାଅ ଅଭିଯାନ ର ଆହ୍ଵାନ

Proprietor Abhimanyu Maharana by Proprietor Abhimanyu Maharana
December 21, 2022
in ଓଡ଼ିଶା, କୋରାପୁଟ, ହୋମ୍
0
କୋରାପୁଟ ଜିଲ୍ଲା ର ଜନ ସମସ୍ୟା କୁ ଜନ ଆନ୍ଦୋଳନର ରୂପ ଦେବା ପାଇଁ ଓଡ଼ିଶା ବଞ୍ଚାଅ ଅଭିଯାନ ର ଆହ୍ଵାନ
Share on FacebookShare on TwitterWhatsapp

୨୦ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- କେନ୍ଦ୍ର ର ବିଜେପି, ରାଜ୍ୟ ର ବିଜେଡି ସରକାର ଙ୍କ ଜନ ବିରୋଧୀ ନିଷ୍ପତି ବିରୁଦ୍ଧ ରେ ବେକାରୀ ଦର ବୃଦ୍ଧିକୁ, ଚାଷ ଓ ଚାଷ ର ସମାଧାନ ଦାବୀ ରେ ୧୧ ଟି ରାଜ୍ୟ ନ୍ୟୋତିକ ଦଳ କୁ ନେଇ ଗଠିତ ଓଡ଼ିଶା ବଞ୍ଚାଅ ଅଭିଯାନ ରେ କୋରାପୁଟ ଜିଲ୍ଲା ସ୍ତରୀୟ କନଭେନଶନ ଆଦି ସ୍ତାନିୟ ଟାଉନ ହଲ ଠାରେ ଅନୁଷ୍ଟୀତ ହୋଇ ଯାଇଅଛି l ସର୍ବ ଶ୍ରୀ ଯୁଧିଷ୍ଟିର ରାହୁଳ, ଶମ୍ଭୁ ପ୍ରସାଦ ମହାନ୍ତି, ପବିର ପାତ୍ର, ବ୍ରଜ ମାଝୀ ଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ର ସଭାପତିତ ରେ ଅନୁଷ୍ଟିତ ଏହି କନଭେସନ ରେ ପୃବ କେନ୍ଦ୍ର ମନ୍ତ୍ରୀ ତତା ସମୋତା କାନ୍ତୀ ଦଳର ସଭାପତି ଶ୍ରଯୁକ୍ତ ବ୍ରଜ କିଶୋର ତ୍ରିପାଠି ବକ୍ତବ୍ୟ ରଖି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ବନବିରୋଧୀ ନୀତି ଫଳରେ ଗତ କିଛିବର୍ଷ ଭିତରେ ସାଧାରଣ ଜନତା ନାନା ଦୃଦଶା ର ସମ୍ମୁଖିନ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ ରାଜ୍ୟ ରେ ବେକାରୀ ହୁ ହୁ ହୋଇ ବଡି ବାରେ ଲାଗୁଛି,ସମସ୍ୟା ଜର୍ଜରିତ ଚାଷୀ ଆତ୍ମହତ୍ୟା କରୁଛି, ପ୍ରେଟୋଲ, ଡିଜେଲ ଓ ଇନ୍ଦନ ଗ୍ୟାସ ର ଦର ଦାମ ବୁଦ୍ଧି ସମେତ ଅନ୍ୟାନ୍ୟ ଅତ୍ୟାଶ୍ୟକୀୟ ସାମଗ୍ରୀ ର ଦର ବୃଦ୍ଧି ଫଳ ରେ ସାଧାରଣ ଜନତା ଅତିଷ୍ଟ ହୋଇ ପଡିଲେଣି l ରାଷ୍ଟ୍ରୟତ ଉଦ୍ୟୋଗ ଗୁଡିକୁ ଶାଗ ମାଛ ଦର ରେ କମ୍ପାନୀ ମାନଙ୍କୁ ବିକ୍ରୀ କରିଦିଆ ଯାହୁଚି l ଏବଳି ସ୍ଥଳେ ସାଧାରଣ ଜନତା ନିଜର ନାର୍ଯ୍ୟ ଅଧିକାର ପାଇଁ ଜନ ଆନ୍ଦୋଳନ ହିଁ ଏକ ମାତ୍ର ବାଟ ବୋଲି ନିଜ ବ୍ୟକ୍ତବ୍ୟରେ ଆହ୍ଵାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସି ପି ଆଇ ,(ଏମ),ର ରାଜ୍ୟ ସମ୍ପାଦକ ଆଲି କିଶୋର ପଟ୍ଟନାୟକ,ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର,ସି ପି ଆଇ ର ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ପ୍ରମୋଦ କୁମାର ମହାନ୍ତି,ସିପିଆଇ (ଏମ ଏଲ)ଲିବାରେଶନ ର ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ,ପ୍ରମୁଖ ବକ୍ତବ୍ୟ ରଖି ଜି ଏସ ଟି ,ବିମୁଦ୍ରୟାନ ଭଳି କେନ୍ଦ୍ରସରକାରଙ୍କ ଭୁଲ ନିଷ୍ପତି ଫଳରେ ସାର ଦେଶରେ ଗୋଟିଏ ପଟରେ କ୍ଷୁଦ୍ର ବେପାରୀ ଓ ଉଦ୍ୟୋଗୀ ମାନେ କ୍ଷତି ର ସମ୍ମୁଖିନ ହେବା ଫଳରେ ତା ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଉ ଥିବା ଯୁବକ ଯୁବତୀମାନେ କର୍ମ ସଂସ୍ଥାନ ହରେଇବାରେ ଲାଗିଛନ୍ତି । ସରକାରଙ୍କ କୃଷକ ବିରୋଧୀ ନିତି କୃଷି ଓ କୃଷକ ର ସର୍ବନାଶ କରିଚାଲିଛି । ବେକାରୀ ଓଡ଼ିଶା ସମେତ ସାରା ରାଜ୍ୟ ରେ ମହାମାରୀ ର ରୂପ ନେଲାଣି । କୋରାପୁଟ ଜିଲ୍ଲାର ଅଗ୍ରଣୀ ଶିଳ୍ପ ସଂସ୍ଥା ସେବା କାଗଜ କଳ ବନ୍ଧ ହୋଇ ରହିବା ପରେ ଏହାର ଉପରେ ନିଭର କରି ଜୀବିକା ନିର୍ବାହ କରୁଥିବା କୋରାପୁଟ ଜିଲ୍ଲାର ଜନ ସାଧାରଣ ବହୁ ସମସ୍ୟା ର ସମୁଖୀନ ହେଇଛନ୍ତି ପ୍ରାକୃତିକ ସମ୍ପଦ ଭରା କୋରାପୁଟ ଜିଲ୍ଲା ସରକାରୀ ଉଦାସୀନତା କରଣରୁ ଜିଲ୍ଲା ର ଅଧିବାସୀ ଅନ୍ୟ ରାଜ୍ୟ କୁ ଚାଲି ଯାଉଛନ୍ତି ବୋଲି ଅଭିଯୋଗ କରିବା ତୁରନ୍ତ ସେବା ପେପର ମିଲ ଖୋଲିବା ପାଇଁ ନିଜ ବ୍ୟକ୍ତବ୍ୟ ରେ ଦାବୀ କରିଥିଲେ ।

ଅନ୍ୟ ପଟରେ ସରକାର କୋରାପୁଟ ଜିଲ୍ଲାର ପ୍ରାକୃତିକ ସଂମ୍ପାଦ ର ସଫଳ ବିନିଯୋଗ କରି ଜିଲ୍ଲା ର ଯୁବକ, ଯୁବତୀମାନଙ୍କୁ ବକ୍ତାମାନେ ନିଜ ବକ୍ତିବ୍ୟରେ ଆୟାନ ଦେଇଥିଲେ । ଚାଷ କୁ ସଫଳ ର ଉଚିତ ମୂଲ୍ୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ରାଜ୍ୟ ବାସି ଙ୍କୁ 300 ୟୁନିଟ ପ୍ରଯ୍ୟନ୍ତ ବିଜୁଳି ମାଗଣା ଯୋଗାଇଦେବା ଉପରେ ମଧ୍ୟ ବକ୍ତା ମାନେ ନିଜ ବକ୍ତବ୍ୟ ର ଗୁରୁତ୍ଵ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କନଭେନସନରେ ମହିଳା ନେତ୍ରୀ ଲିଲି ନାୟକ୍, ଚିନ୍ମୟୀ ସାହୁ, ଗୋବିନ୍ଦ ଖିଲ, ରାମ କୃଷ୍ଣ ଦାସ, ଧନ ଗିଉରିଆ, ସଦା ମାଝୀ, ସମନାଥ ଖିଲ, କେସେ ବଡ଼ନାୟକ, ଦୂଯ୍ୟୋଦନ ପୂଜାରୀ, ପ୍ରମୁକ ବକ୍ତବ୍ୟ ପ୍ରଦାନ କରି କୋରାପୁଟ ଜିଲ୍ଲା ବାସି ଙ୍କ ଦାବୀ ସଂକ୍ରାନ୍ତ ରେ ଦୃଷ୍ଟି ଆକର୍ଷଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Odisha Society Of UK Celebrates 47th Anniversary

Odisha Society Of UK Celebrates 47th Anniversary

September 9, 2026
54th National Convention of Company Secretaries concludes in Bhubaneswar

କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

September 9, 2026
54th National Convention of Company Secretaries concludes in Bhubaneswar

54th National Convention of Company Secretaries concludes in Bhubaneswar

September 9, 2026
ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

September 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Odisha Society Of UK Celebrates 47th Anniversary

Odisha Society Of UK Celebrates 47th Anniversary

September 9, 2026
54th National Convention of Company Secretaries concludes in Bhubaneswar

କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

September 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version