ଓଡିଶା ତାଜା ନ୍ୟୁଜ୍ (୦୬ ଜୁନ୍ ଶନିବାର) ବାଲେଶ୍ଵର :- ଗୋଟିଏ ଦିନ ଆଗରୁ ଆଳୁ ଦର ୨୦ ଟଙ୍କା ଥିଲାବେଳେ ହଠାତ୍ ୩୦ ଟଙ୍କା ବଢିବା ଘଟଣା ଲୋକଙ୍କୁ ଖୁବ ଅସୁବିଧାରେ ପକାଇଛି । ଏନେଇ ସରକାର ମୁହଁଖଲୀନଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କରୋନା ମୁହାମାରୀ କାଳରେ ଲୋକ ଜୀବିକା ହରେଇଥିବା ସମୟରେ ନିତ୍ୟଅପରିହାର୍ଯ୍ୟ ଜିନିଷର ଦରଦାମ ଵୃଦ୍ଧି ଅନେକଙ୍କୁ ସମସ୍ୟା ରେ ପକାଇଛି । ରିପୋର୍ଟ – (ଦୀପ୍ତିମାନ ପତି /ବାଲେଶ୍ୱର)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com