• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆର .ଉଦୟଗିରି ଓ ନୂଆଗଡ ବ୍ଲକରେ ଗଡ଼ିଲା ମାଣ୍ଡିଆ ଚାଷୀ ପଞ୍ଜିକରଣ ରଥ

Proprietor Abhimanyu Maharana by Proprietor Abhimanyu Maharana
December 13, 2022
in ଓଡ଼ିଶା, ଗଜପତି, ହୋମ୍
0
ଆର .ଉଦୟଗିରି ଓ ନୂଆଗଡ ବ୍ଲକରେ ଗଡ଼ିଲା ମାଣ୍ଡିଆ ଚାଷୀ ପଞ୍ଜିକରଣ ରଥ
Share on FacebookShare on TwitterWhatsapp

୧୩ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି  :-  ଚଳିତ ଖରିଫ ଋତୁରେ ମଣ୍ଡିରେ ମାଣ୍ଡିଆ ବିକ୍ରୟ ନିମନ୍ତେ ଚାଷୀଙ୍କୁ ସଚେତନ କରିବା ଉଦେଶ୍ୟରେ ଓଡିଶା ମିଲେଟ ମିଶନ ତଥା ଆତ୍ମା ଗଜପତି ସହାୟତାରେ ଜିଲ୍ଲାର ଅଗ୍ରଣୀ ବେସରକାରୀ ଅନୁଷ୍ଠାନ ସୁରକ୍ଷା ତରଫରୁ ଆର, ଉଦୟଗିରି ଥାନା ର ବେତାରସିଂ ଠାରେ ଆର, ଉଦୟଗିରି ଓ ନୁଆଗଡ ବ୍ଲକର ଚାଷୀ ପଞ୍ଜିକରଣ ରଥର ଶୁଭ ଉଦ୍ଘାଟନ କରିଛନ୍ତି ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ସାନମାନୀୟ ଅତିଥି ଭାବେ ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଶ୍ରୀ ରୋମାଂଚଳ ଖମାରି ,ନୂଆଗଡ ବ୍ଲକ ଅଧକ୍ଷା ଶ୍ରମତି ମାଳତୀ ପ୍ରଧାନ , ବେତାରସିଂ ସରପଂଚ ଶ୍ରୀମତୀ ସ୍ନେହଲତା ପ୍ରଧାନ, ନିର୍ବାଚିତ ଜନପ୍ରତିନିଧି ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ସରକାରୀ ପଦାଧିକାରୀ ଅଂଶଗ୍ରହଣ କରିଥିଲେ i ମଣ୍ଡିରେ ମାଣ୍ଡିଆ ବିକ୍ରୟ ନିମନ୍ତେ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଯାଇଛି ଓ ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଯେଉଁ ଚାଷୀମାନେ ମଣ୍ଡିରେ ମାଣ୍ଡିଆ ବିକ୍ରୟ କରିବାକୁ ଚାହୁଁଛନ୍ତି ସେମାନେ ନିକଟସ୍ଥ କୃଷି ବିଭାଗ କର୍ମଚାରୀ , ଆର.ଉଦୟଗିରି ବ୍ଲକ ନିମନ୍ତେ ମା କୂରେଈଶୁଣୀ ପ୍ରଡୁସର କମ୍ପାନୀର କର୍ମକର୍ତା , ନୂଆଗଡ ବ୍ଲକର ଚାଷୀମାନେ ମହେନ୍ଦ୍ରଗିରି ପ୍ରଡୁସର କମ୍ପାନୀର କର୍ମକର୍ତା ଓ ସୁରକ୍ଷା ଅନୁଷ୍ଠାନ କର୍ମୀ ଙ୍କୁ ଯୋଗାଯୋଗ କରି ପଞ୍ଜିକରଣ ନିମନ୍ତେ ଆବଶ୍ୟକ ହେଉଥିବା ନଥିପତ୍ର ଯଥା :ଚାଷୀଙ୍କ ଆଧାର କାର୍ଡ,ଭୋଟ ପରିଚୟ ପତ୍ର ,ବ୍ୟାଙ୍କ ଜମାଖାତା ଓ ଚାଷଜମିର ପଟା ର ନକଲ ସଂଲଗ୍ନ କରି ଚଷିପଞ୍ଜିକରଣ ଫର୍ମ ପୁରାଣ କରିବାକୁ ହେବ I ଚଳିତ ବର୍ଷ ଏଫ.ଏ.କ୍ୟୁ. ମାନର ମାଣ୍ଡିଆ କୁଇଣ୍ଟାଲ ପ୍ରତି ଟ. ୩୫୭୮/- ଆର .ଉଦୟଗିରି ବ୍ଲକ ରେ ମା କୂରେଈଶୁଣୀ ପ୍ରଡୁସର କମ୍ପାନୀ ଓ ନୂଆଗଡ ବ୍ଲକରେ ମହେନ୍ଦ୍ରଗିରି ପ୍ରଡୁସର କମ୍ପାନୀ ମାଧ୍ୟମରେ (ଆସନ୍ତା ମାସ ତଥା ଜାନୁୟାରୀ ୨୦୧୩ ଠାରୁ ମାର୍ଚ୍ଚ ୨୦୧୩ )ଟିଡ଼ିସିସି କ୍ରୟ କରିବାର ବ୍ୟବସ୍ତା ରହିଛି ବଲି ପରକାଶ କରିଛନ୍ତି ନୂଆଗଡ ବ୍ଲକ କ୍ରୁଷିଅଧିକାରୀ ଶ୍ରୀ ଶେଖ ଅହେସନ I ଏହି କାର୍ଯ୍ୟକ୍ରମକୁ ସୁରକ୍ଷା ସଂଗଠନର ନୂଆଗଡ ଓ ଆର.ଉଦୟଗିରି ବ୍ଲକର ଓଡିଶା ମିଲେଟ ମିଶନ ବ୍ଲକ ସଂଯୋଜକ ପରିଚାଳନା କରିଥିଲେ I

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ “ସୁରଭି-୨୦୨୬” ଉଦଯାପିତ

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ “ସୁରଭି-୨୦୨୬” ଉଦଯାପିତ

October 15, 2026
Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ

ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ !

October 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ “ସୁରଭି-୨୦୨୬” ଉଦଯାପିତ

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ “ସୁରଭି-୨୦୨୬” ଉଦଯାପିତ

October 15, 2026
Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery

ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ

October 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version