ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ , ସମ୍ମାନୀତ ଅତିଥି ଉପାଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ନାୟକ ପ୍ରମୁଖ ଯୋଗ ଦେଇ କ୍ରୀଡା ଉତ୍ସବ ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ପାଞ୍ଚଟି ବିଦ୍ୟାଳୟ ରୁ ୪୪ ଜଣ ଭାଇ ଭଉଣୀ ୫୨ ଟି ପ୍ରତିଯୋଗିତା ରେ ଭାଗ ନେଇଥିଲେ ।
ଶେଷ ରେ ଅପରାହ୍ନ ୪ ଘଟିକା ସମୟ ରେ ଉଦଯାପନୀ ଉତ୍ସବ ରେ ସମ୍ମାନୀତ ଅତିଥି କାର୍ତ୍ତିକ ଚନ୍ଦ୍ର ସି ତଥା ସଙ୍କୁଳ ପ୍ରମୁଖ ତୀର୍ଥବାସୀ ଘଡେ଼ଇ ଙ୍କ ସହଯୋଗ ରେ ବାର୍ଷିକ କ୍ରୀଡା ଉତ୍ସବ ସମାପନ ହୋଇଥିଲା ।

© 2023 Odisha Taza News.